ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରିବାରୁ, ନାବାଳିକା ପିଇଦେଲେ ଏସିଡ୍, ଜାଣନ୍ତୁ ପରେ କ’ଣ ଘଟିଲା
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପିଲିଭୀତ ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସୁନଗଢୀ ଅଞ୍ଚଳରେ ଅଶ୍ଳୀଳ ଭିଡିଓ କରି, ବ୍ଲାକମେକିଂରେ ଆହତ ଜଣେ କିଶୋରୀ ଏସିଡ୍ ପିଇ ଜୀବନ ହାରିବାକୁ ଚେଷ୍ଟା କରିଛି । ଏହି…