‘ସଂଧ୍ୟା ଥିଏଟରର ଦୁର୍ଘଟଣା ପରେ ଅଲ୍ଲୁ ଅର୍ଜୁନ କହିଲେ- ଏବେ ଫିଲ୍ମ ହିଟ୍ ହେବ’, ବିଧାୟକଙ୍କ ବଡ଼ ଦାବି
ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୂ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା୨ର ପ୍ରିମିୟର ସମୟରେ ସଂଧ୍ୟା ଥିଏଟରରେ ଘଟିଥିବା ଅଘଟଣ ମାମଲା ତେଲେଙ୍ଗାନା ବିଧାନସଭାରେ ଜୋରସୋରରେ ଚର୍ଚ୍ଚା ହେବା ଦେଖିବାକୁ ମିଳିଛି। AIMIMର ବିଧାୟକ…