ଦୀପାବଳିର ସଂଧ୍ୟା ପୂଜାରେ କରନ୍ତୁନି ଏହି ଭୁଲ, ରାଗିଯିବେ ମାଆ ଲଷ୍ମୀ, ମିଳିବନି ଶୁଭଫଳ
ଓଡ଼ିଶା ଭାସ୍କର: ଦୀପାବଳି ଉତ୍ସବରେ ଲକ୍ଷ୍ମୀଙ୍କୁ ପୂଜା କରିବା ଶୁଭ ବୋଲି ବିବେଚନା କରାଯାଏ। କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଅମାବାସ୍ୟା ତିଥିରେ ଦୀପାବଳି ପାଳନ କରାଯାଇଥାଏ ଏବଂ କୁହାଯାଏ ଯେ, ଏହି ଦିନ ଲକ୍ଷ୍ମୀ ମାଆ…