(Video) ନାଇଜେରିଆ ପରେ ବ୍ରାଜିଲରେ ପହଞ୍ଚିଲେ ପିଏମ ମୋଦୀ, ଏୟାରପୋର୍ଟରେ ଭବ୍ୟ ସ୍ୱାଗତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ତମ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ସୋମବାର ବ୍ରାଜିଲର ରିୟୋ ଡି ଜେନେରିଆ ପହଞ୍ଚିଛନ୍ତି। ଏହା ପିଏମଙ୍କର ତିନୋଟି ଦେଶ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ, ଏଥିରେ…