ସାମ୍ନାକୁ ଆସିଲା ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କର ବିବାହ ତାରିଖ! ଲିକ୍ ହେଲା ୱେଡିଂ କାର୍ଡ
ନୂଆଦିଲ୍ଲୀ: ସାଉଥ ଆକ୍ଟର ନାଗା ଚୈତନ୍ୟ ଖୁବଶୀଘ୍ର ନିଜ ଲେଡି ଲଭ ଶୋଭିତା ଧୁଲିପାଲାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନାଗା ଚୈତନ୍ୟଙ୍କ ବିବାହର କାର୍ଡ ସୋସିଆଲ ମିଡିଆରେ ଲିକ୍ ହୋଇଛି, ଯେଉଁଥିରେ…