(Video) ଦିଲ୍ଲୀ ପରେ ଏବେ ଏହି ସହର ଏୟାରପୋର୍ଟରେ ଖସିଲା ଛାତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ରାଜକୋଟ ବିମାନ ବନ୍ଦରର ଟର୍ମିନାଲ ବାହାରେ ଆଜି ଯାତ୍ରୀ ପିକଅପ ଏବଂ ଡ୍ରପ କ୍ଷେତ୍ରରେ ଏକ ଛାତ ଗଳିପଡିଛି । ଏହି ଦୁର୍ଘଟଣା ଦିଲ୍ଲୀ ଏୟାରପୋର୍ଟର ଟର୍ମିନାଲ ୧ର ଦୁର୍ଘଟଣା ପରେ ଘଟିଛି । ଦିଲ୍ଲୀ…

୫ ଜିଲ୍ଲାକୁ ୩ ଘଣ୍ଟା ପାଇଁ ସତର୍କତା, ଆଗାମୀ ୩ ଦିନ ବର୍ଷା, ଆଞ୍ଚଳିକ ପାଣିପାଗ ବିଭାଗ ଜାରି କଲା ଆଲର୍ଟ

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାକୁ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ନୂଆପଡ଼ା, ସୋନପୁର, ବଲାଙ୍ଗୀର, ମୟୂରଭଞ୍ଜ, ଭଦ୍ରକ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସତର୍କତା ମୂଳକ ସୂଚନା…

ସ୍ତନ କର୍କଟର ସବୁଠାରୁ ବଡ଼ ଲକ୍ଷଣ କ’ଣ? ଏହି ଜିନିଷକୁ ଅଣଦେଖା କଲେ ହୋଇପାରେ ମୃତ୍ୟୁ

ନୂଆଦିଲ୍ଲୀ: ୩୬ ବର୍ଷୀୟ ଲୋକପ୍ରିୟ ଟିଭି ଅଭିନେତ୍ରୀ ହୀନା ଖାନଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଛି । ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଏହାର ସୂଚନା ଦେଇଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ, ସେ ବେଷ୍ଟ କ୍ୟାନ୍ସରର…

ଏହି କମ୍ପାନୀରେ କାମ କରୁଥିବା ଭାରତୀୟଙ୍କୁ ମିଳିଲା ଆଶ୍ୱସ୍ତି, ESOPରେ ଲାଗିବନି ଜିଏସଟି

ନୂଆଦିଲ୍ଲୀ: ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କରେ କାମ କରୁଥିବା ଭାରତୀୟ କର୍ମଚାରୀମାନଙ୍କ ପାଇଁ ଟ୍ୟାକ୍ସ ଡିପାର୍ଟମେଣ୍ଟ ଏକ ଭଲ ଖବର ଆଣିଛି । ସିବିଆଇସି ସ୍ପଷ୍ଟ କରିଛି ଯେ, ଯଦି କୌଣସି ବହୁରାଷ୍ଟ୍ରୀୟ କମ୍ପାନୀର…

ପେରୁରେ ୭.୨ ତୀବ୍ରତାର ଭୂମିକମ୍ପ, ଜାରି ହେଲା ସୁନାମୀ ଆଲର୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଦେଶ ପେରୁରେ ୭.୨ ତୀବ୍ରତାର ଭୂମିକମ୍ପ ଘଟିବା ଖବର ସାମ୍ନାକୁ ଆସିଛି । ଯାହା ପରେ ସୁନାମୀ ଆସିବାର ଭୟ ଦେଖାଦେଇଛି । ଅତିକିପା ଜିଲ୍ଲାରୁ ୮.୮ କିଲୋମିଟର ଦୂରରେ ଭୂମିକମ୍ପ ଆସିବା ପରେ…

ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ, ଝାଡ଼ଖଣ୍ଡ ହାଇକୋର୍ଟଙ୍କ ବଡ଼ ଶୁଣାଣି

ନୂଆଦିଲ୍ଲୀ: ବର୍ତ୍ତମାନ ଝାଡଖଣ୍ଡ ହାଇକୋର୍ଟ ବଡ଼ ଶୁଣାଣି କରିଛନ୍ତି । ପୋଲିସ ହେପାଜତରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ମିଳିଛି । ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ…

ଜିଓ ପରେ ଏବେ ଏୟାରଟେଲ ବୃଦ୍ଧି କଲା ରିଚାର୍ଜ ପ୍ଲାନ, ୩ ଜୁଲାଇରୁ ହେବ ଲାଗୁ

ନୂଆଦିଲ୍ଲୀ: ଜିଓ ନିଜର ରିଚାର୍ଜ ପ୍ଲାନକୁ ବଢାଇବା ପରେ ଏବେ ଏୟାରଟେଲ ନିଜର ରିଚାର୍ଜ ଚାର୍ଜକୁ ବୃଦ୍ଧି କରିଛି । ଜୁନ ୨୮ ଅର୍ଥାତ ଆଜି ଭାରତୀ ଏୟାରଟେଲ ଘୋଷଣା କରିଛି ଯେ, ୧୦ ରୁ ୨୧ ପ୍ରତିଶତ ନିଜର ଟେଲିକମ…

ଭୟଙ୍କର ହେଲା MPOX ର ନୂଆ ଷ୍ଟ୍ରେନ, ମହିଳାମାନଙ୍କ ଗର୍ଭପାତ ଏବଂ ଶିଶୁଙ୍କର ହେଉଛି ମୃତ୍ୟୁ, ବୈଜ୍ଞାନିକ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଏମପକ୍ସ ଭାଇରସକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଜାରି କଲେ । ଅନୁସନ୍ଧାନକାରୀ କହିଛନ୍ତି ଯେ, ଏମପକ୍ସର ନୂଆ ଷ୍ଟ୍ରେନ ଅଧିକ ଭୟଙ୍କର ଏବଂ ଲୋକଙ୍କ ମଧ୍ୟରେ ଅତି ସହଜରେ ବ୍ୟାପୁଛି । ଏହା କଙ୍ଗୋ…

ସବୁ ରିଚାର୍ଜ ହେଲା ମହଙ୍ଗା, ୩ ଜୁଲାଇ ପୂର୍ବରୁ ପେମେଣ୍ଟ କଲେ ପାଇବେ ୨୫% ରିହାତି

ନୂଆଦିଲ୍ଲୀ: ଦେଶର ଶ୍ରେଷ୍ଠ ଦୂରସଞ୍ଚାର କମ୍ପାନୀ ଜିଓ ଜୁଲାଇ ୩ ତାରିଖରୁ ମୋବାଇଲ ରିଚାର୍ଜ ଦରରେ ୧୨ ରୁ ୨୫ ପ୍ରତିଶତ ବୃଦ୍ଧି କରିବ । ଗୁରୁବାର ଦିନ କମ୍ପାନୀ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଜିଓ ପାଖାପାଖି…

(Video) ସାମ୍ନାକୁ ଆସିଲା ସୋନାକ୍ଷୀ ସିହ୍ନାଙ୍କ ବିବାହର Unseen ଭିଡିଓ, ଅଭିନେତ୍ରୀ କହିଲେ ‘ୟହ ଏକଦମ ସହି ଥା’

ନୂଆଦିଲ୍ଲୀ: ବଲିଉଡ଼ର ବରିଷ୍ଠ କଳାକାର ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନା୩ୀ ସିହ୍ନାଙ୍କ ବିବାହ ୨୩ ଜୁନ ଅଭିନେତା ଜହୀର ଇକବାଲଙ୍କ ସହ ହୋଇଛି । ସେ ସର୍ବ ପ୍ରଥମେ ରେଜିଷ୍ଟର ମ୍ୟାରେଜ କରିଛନ୍ତି । ପରେ ମୁମ୍ବାଇରେ ଏକ…