କିଏ ଚାହିଁଲେ ବି ଆପଣଙ୍କ DP ର କରିପାରିବେନି ଅପବ୍ୟବହାର, WhatsApp ଆଣିଲା ଜବରଦସ୍ତ ଫିଚର
ନୂଆଦିଲ୍ଲୀ: ଦୁନିଆରେ କୋଟି କୋଟି ଲୋକେ ମେସେଜିଙ୍ଗ ଆପ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି । ହେଲେ ୟୁଜର୍ସ ହ୍ୱାଟ୍ସଆପରେ ନିଜ ପ୍ରୋଫାଇଲ ଫଟୋ ଦେବା ପୂର୍ବରୁ ଦୁଇଥର ଚିନ୍ତା କରୁଛନ୍ତି । ଏହା ଏଥିପାଇଁ କାରଣ ସେମାନଙ୍କ…