(Video) ୮୮ ବର୍ଷ ବୟସରେ ଏକା ଭୋଟ ଦେବାକୁ ଗଲେ ଧର୍ମେନ୍ଦ୍ର, ହେମା ମାଳିନୀ ଏବଂ ଇଶା ଦେଓଲ ବି କଲେ ମତଦାନ

ମୁମ୍ବାଇ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ ର ଆଜି ପଞ୍ଚମ ପର୍ଯ୍ୟାୟରେ ଭୋଟିଂ ଚାଲିଛି । ଯେଉଁଥିପାଇଁ ଆଜି ମୁମ୍ବାଇରେ ସକଳୁ ସକାଳୁ ମତଦାନ କେନ୍ଦ୍ର ବାହାରେ ଲମ୍ବା ଲାଇନ ଲାଗିଛି । ସାଧାରଣ ଜନତାଙ୍କ ଠାରୁ ନେଇ ଫିଲ୍ମ…

‘ଦୁଃଖ ସମୟରେ ଇରାନ ସହ ଅଛି ଭାରତ’, ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଇବ୍ରାହିମ ରଇସିଙ୍କ ହେଲିକପ୍ଟର ରବିବାର ଦିନ କ୍ରାସ ହୋଇଥିଲା । ଏହି ଦୁର୍ଘଟଣାରେ ତାଙ୍କର…

ମତଦାନ ଆରମ୍ଭ ହେବା ମାତ୍ରେ ଇଭିଏମ ଅଚଳ, ରାୟବରେଲିରେ ୨୦ଟି ମେସିନ ଖରାପ

ରାୟବରେଲି: ଆଜି ଦେଶରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ପକ୍ରିୟା ଜାରି ରହିଛି। ଏଥିସହ ଉତ୍ତରପ୍ରଦେଶର ରାୟବରେଲି ସଂସଦୀୟ ଆସନରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି। ତେବେ ଏଠାକାର ମତଦାନ କେନ୍ଦ୍ରରେ…

(Video)‘ଭୋଟ ନ ଦେଉଥିବା ଲୋକଙ୍କ ଉପରେ ସରକାର ଟିକସ ଲାଗୁ କରିବା ଉଚିତ୍‌’: ମତଦାନ ପରେ ଏପରି କହିଲେ ପରେଶ ରାୱଲ

ନୂଆଦିଲ୍ଲୀ: ଆଜି ଦେଶରେ ୫ମ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହାରି ମଧ୍ୟରେ ଅନେକ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ ନେତା-ମନ୍ତ୍ରୀ ଭୋଟ ଦେଉଛନ୍ତି । ତେବେ ବଲିଉଡ ଅଭିନେତା ପରେଶ…

(Video) ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ଝାଞ୍ଜ-କୀର୍ତ୍ତନରେ କମ୍ପୁଛି ବଡ଼ଦାଣ୍ଡ

ପୁରୀ: ବଡ଼ଦାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେଗା ରୋଡ ସୋ କାର୍ଯ୍ୟକ୍ରମ ଚାଲିଛି । ଏହି ରୋଡ ସୋରେ ମନମୋହନ ସାମଲ, ସମ୍ବିତ ପାତ୍ର ସାମିଲ ହୋଇଛନ୍ତି । ମରିଚିକୋଟ ଛକରୁ ମେଡିକାଲ ଛକ ଯାଏଁ ରୋଡ ସୋ…

ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, ଠାବ ହେଲା ବିମାନର ଭଗ୍ନାବଶେଷ

ନୂଆଦିଲ୍ଲୀ: ଇରାନ ପାଇଁ ଦୁଃଖଦ ଖବର । ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ପ୍ରାଣହାନି ଘଟିଛି । ବୈଦେଶିକ ମନ୍ତ୍ରୀଙ୍କ ସମେତ ୯ ଜଣଙ୍କର…

ମତଦାନ ବେଳେ ଇଭିଏମରେ ତ୍ରୁଟି, ଲୋକେ କହିଲେ ଭୋଟ ଦେବୁନି

ଭୁବନେଶ୍ୱର: ଦେଶରେ ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଆଜି ଓଡ଼ିଶାର ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି ।…

ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାପ୍ରଭୁଙ୍କୁ ଦର୍ଶନ କରି ଆରମ୍ଭ କରିବେ ରୋଡ୍ ସୋ

ପୁରୀ: ରବିବାର ସଂଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ରାତି ରହଣୀ ପରେ ଆଜି ପୁରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା…

ଯଦି AAPକୁ ଭୋଟ ଦେବେ ରାହୁଲ ଗାନ୍ଧୀ, ତେବେ କେଜ୍ରିୱାଲ ଦେବେ କାହାକୁ? ଜାଣନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଦିନ କହିଛନ୍ତି ଯେ, ସେ ଦିଲ୍ଲୀରେ ଆମ ଆଦମୀ ପାର୍ଟୀର ବଟନ ଦବାଇବେ । ରାହୁଲ ଗାନ୍ଧୀ ଇଣ୍ଡିଆ ବ୍ଲକର ପ୍ରାର୍ଥୀଙ୍କ ସମର୍ଥନରେ ଦିଲ୍ଲୀରେ ଏକ ବଡ ରାଲିରେ ଏହା ଘୋଷଣା…

‘କାଶ୍ମୀର ପଣ୍ଡିତମାନଙ୍କୁ କିଛି ଜମି ଦିଆଯାଉ’, ଦାବି କଲେ ମେହବୁବା ମୁଫ୍‌ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଚଳାଇଛନ୍ତି । ପ୍ରଚାର-ପ୍ରସାର ମଧ୍ୟ ଖୁବ ଜୋର ସୋରରେ ଚାଲିଛି । ରବିବାର ଦିନ କାଶ୍ମୀର ପଣ୍ଡିତଙ୍କ ସହ ଏହ ବୌଠକକୁ ସମ୍ବୋନ୍ଧିତ କରି…