‘ମୁଁ ମନା କରିବା ସତ୍ତ୍ୱେ ଭିଡିଓ କରି ସେୟାର କରିଦେଲେ’, ରାଗିଯାଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ରୋହିତ ଶର୍ମା
ନୂଆଦିଲ୍ଲୀ: କେକେଆର ବିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାଚ ପୂର୍ବରୁ ରୋହିତ ଶର୍ମାଙ୍କ ଏକ ଭିଡିଓ ରେକର୍ଡ ହୋଇ ଭାଇରାଲ ହୋଇଥିଲା । ଏହାକୁ ଷ୍ଟାର ସ୍ପୋଟର୍ସ ଚଳାଇଥିଲେ । ରୋହିତ ଶର୍ମାଙ୍କ ଏହି କଥାବର୍ତ୍ତା କେକେଆରର…