ଆଉ ଦେଇପାରିବେନି ଅନଲାଇନ ସପିଙ୍ଗ ସାଇଟରେ ଫେକ ରିଭ୍ୟୁ, ସରକାର ନେଲେ କଡ଼ା ପଦକ୍ଷେପ

ନୂଆଦିଲ୍ଲୀ: ଅନଲାଇନ ସପିଙ୍ଗ କରୁଥିବା ସମୟରେ ଗ୍ରାହକ ସର୍ବଦା ରିଭ୍ୟୁ ପଢନ୍ତି । କାରଣ ସେମାନେ ସେହି ପ୍ରଡକ୍ଟର ଗୁଣବତ୍ତା ବିଷୟରେ ଜାଣିପାରିବେ । ହେଲେ ଇ-କମର୍ସ ସାଇଟରେ ବେଳେ ବେଳେ ଫେକ୍ ରିଭ୍ୟୁ ମଧ୍ୟ ଦିଆଯିବା…

Big Breaking: ଦୁର୍ଘଟଣାରେ ମୃତ ପ୍ରିଜାଇଡିଂ ଅଫିସରଙ୍କ ପରିବାରକୁ ମିଳିବ ୧୫ ଲକ୍ଷ

ଭୁବନେଶ୍ୱର: ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ପ୍ରିଜାଇଡିଂ ଅଫିସର ଦୁର୍ଘଟଣାର ଶିକାର ହୋଇ ପ୍ରାଣତ୍ୟାଗ କରିଥିଲେ । ତେବେ ଏନେଇ ନିର୍ବାଚନ ଆୟୋଗ ତାଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବେ ବୋଲି…

ବିକ୍ରି ହେବାକୁ ଯାଉଛି ହଲଦୀରାମ କମ୍ପାନୀ! ଜାଣନ୍ତୁ ନିଲାମରେ କିଏ ମାରିବ ବାଜି

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ସ୍ନାକ୍ସ ତିଆରି କରୁଥିବା କମ୍ପାନୀ ହଲଦୀରାମ ଖୁବ ଶିଘ୍ର ବିକ୍ରି ହୋଇପାରେ । ବ୍ଲାକଷ୍ଟୋନ ନେତୃତ୍ୱରେ ଚାଲିଥିବା consortium, କମ୍ପାନୀର ୭୫ ପ୍ରତିଶତ ଅଂଶ କିଣିବାକୁ ନିଲାମରେ ବିଡ୍…

ଦେଶବାସୀଙ୍କ ପାଇଁ ଖୁସି ଖବର ! ଏଥର ସମୟ ପୂର୍ବରୁ ଭାରତ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଦେଶ ତଥା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଏହି ସମୟରେ ଦିନର ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରହୁଥିବା ବେଳେ ପ୍ରୟତଃ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।…

ମଣ୍ଡି ଲୋକସଭା ଆସନରୁ ନାମାଙ୍କନ ଦାଖଲ କଲେ କଙ୍ଗନା ରଣାୱତ, ରୋଡ ସୋ’ରେ କମ୍ପୁଛି ମଇଦାନ

ନୂଆଦିଲ୍ଲୀ: ଅଭିନେତ୍ରୀ ଏବଂ ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ ଆଜି ହିମାଚଳ ପ୍ରଦେଶ ମଣ୍ଡି ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । କଙ୍ଗନା ରୋଡ ଶୋ କରିବା ସମୟରେ ନାମାଙ୍କନ ଦାଖଲ କରିବା ପାଇଁ ପହଁଚିଛନ୍ତି ।…

ଝଡ଼ ତୋଫାନରେ ଭାଙ୍ଗିଲା ହୋର୍ଡିଂ: ୮ ମୃତ, ୫୯ ଜଣ ଆହତ

ମୁମ୍ବାଇ: ମୁମ୍ବାଇର ଘାଟକୋପରରେ ଆଜି ସଂଧ୍ୟାରେ ଝଡ଼-ପୋଫାନରେ ବଡ଼ ଦୁର୍ଘଟଣା ଘଟିଛି । ଏଥିରେ ଏକ ପେଟ୍ରୋଲ ପମ୍ପ ଉପରେ ଲାଗିଥିବା ବିଶାଳ ବିଲବୋର୍ଡ ଅଚାନକ ଭାଙ୍ଗି ପଡିଲା । ଏଥିରେ ଫସିଯାଇ ୮ ଜଣଙ୍କର ମୃତ୍ୟୁ ଘଟିବା…

ଲକ୍ଷ୍ମୀସାଗର ସନସାଇନ ହସ୍ପିଟାଲ ହୃଦ୍ ସଲ୍ୟ ବିଭାଗର ବଡ଼ ସଫଳତା, ୯୯.୮% ହାରରେ ହାର୍ଟ ସର୍ଜରୀ କରି ସୃଷ୍ଟି କଲେ ଇହିହାସ

ଭୁବନେଶ୍ୱର: ସନସାଇନ ହସ୍ପିଟାଲ, ଲକ୍ଷ୍ମୀସାଗର, ଭୁବନେଶ୍ୱର ହୃଦ ସଲ୍ୟ ବିଭାଗର ଟିମ, ୯୯.୮% ହାରରେ ସମ୍ପୂର୍ଣ୍ଣ ସଫଳତା ସହ ୧୦୦ ପ୍ରତିଶତ ହାର୍ଟ ସର୍ଜରୀ କରି, ଏକ ନୂତନ ଇହିହାସ ସୃଷ୍ଟି କରିଛନ୍ତି। ହସ୍ପିଟାଲ୍ ର…

ଛୋଟ ପିଲାଙ୍କୁ କାହିଁକି ଅଧିକ ଆସେ ହାକୁଟି, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ଓଡ଼ିଶା ଭାସ୍କର: ନବଜାତ ଶିଶୁ ଏବଂ ଛୋଟ ପିଲାଙ୍କୁ ଅଧିକ ଆସିଥାଏ ହାକୁଟି । ଏପରି ମଧ୍ୟ ହୋଇଥାଏ କିଛି କିଛି ସମୟ ବ୍ୟବଧାନରେ ହାକୁଟି ଆସିଥାଏ । ଏପରି ହେବା ସାଧାରଣ ହୋଇଥାଏ । ଏପରି କୁହାଯାଉଛି ଯେ, ଶିଶୁଙ୍କୁ ହାକୁଟି…

କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲା: ଅଭିଯୁକ୍ତ ଏଚଡି ରେଭାନ୍ନାଙ୍କୁ ମିଳିଲା ବେଲ୍‌

ନୂଆଦିଲ୍ଲୀ: ଜନତା ଦଳ ସେକ୍ୟୁଲରର ବିଧାୟକ ଏବଂ କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଏଚଡି ରେଭାନ୍ନାଙ୍କୁ ଏକ ସ୍ୱତନ୍ତ୍ର ଅଦାଲତ ସୋମବାର ଦିନ ଜାମିନ ଦେଇଛନ୍ତି । ରେଭାନ୍ନାଙ୍କୁ କିଡନାପ…

ଏଣିକି UPI ପେମେଣ୍ଟରେ ପ୍ରତିଥର ପିନ୍ ପକାଇବାର ଟେନସନ ନାହିଁ, ଜାଣନ୍ତୁ ଟେକନିକ୍‌

ନୂଆଦିଲ୍ଲୀ: ଆପଣ ପ୍ରତି ଛୋଟ ଛୋଟ ୟୁପିଆଇ ପେମେଣ୍ଟ ପାଇଁ ଅଧିକ ଥର ନିଜ ପିନ୍ ବ୍ୟବହାର କରି ଥକି ଯାଉଛନ୍ତି କି? ଯଦି ହଁ ତେବେ ୟୁପିଆଇ ଲାଇଟ ୱାଲେଟ ଆପଣଙ୍କ ସାହାଯ୍ୟ କରିପାରିବ । ଦେଶରେ ଅନେକ ୟୁପିଆଇ ଆପ୍ସ ଏପରି…