ବୁମରାଙ୍କୁ ସମାଲୋଚନା, ସିରାଜଙ୍କୁ ପ୍ରଶଂସା, ସାମ୍ନାକୁ ଆସିଲା ପୂର୍ବତନ ଦିଗ୍ଗଜଙ୍କର ବଡ଼ ବୟାନ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ଓଭାଲ ଷ୍ଟାଡିୟମରେ ଖେଳାଯାଇଥିଲା, ମହମ୍ମଦ ସିରାଜଙ୍କ ଚମତ୍କାର ବୋଲିଂ ଯୋଗୁଁ ଟିମ୍ ଇଣ୍ଡିଆ 6 ରନରେ ମ୍ୟାଚ୍ ଜିତିବାରେ ସଫଳ ହୋଇଛି। ଜସପ୍ରିତ…