ଭାରତ ଏବଂ ପାକିସ୍ତାନ କ୍ରିକେଟ ଟିମର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ମଧ୍ୟରେ କେତେ ରହିଛି ଅନ୍ତର, ଜାଣନ୍ତୁ ବିରାଟ ଏବଂ ବାବରଙ୍କ ଦରମା କେତେ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବୁଧବାର ୨୮ ଫେବୃଆରୀରେ ୨୦୨୪ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟର ଘୋଷଣା କରିଛି । ଯେଉଁଠାରେ ବିସିସିଆଇ ଦ୍ୱାରା ବହୁ ବଡ଼ ନିଷ୍ପତ୍ତି ନିଆଯାଇଛି । ସମୁଦାୟ ୧୧ ଜଣ…