ଖାଦ୍ୟ ଖାଇସାରିବା ପରେ ଡ୍ୟାନ୍ସ କରିବା ବଢ଼ାଇଥାଏ ହୃଦଘାତର ପ୍ରବଳ ଆଶଙ୍କା! ଡାକ୍ତରଙ୍କ ଖୁଲାସା
ନୂଆଦିଲ୍ଲୀ: ଆମ ଶରୀରରେ ଥିବା ହୃଦୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ଆମ ପାଇଁ ହୃଦୟକୁ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଯୁବକମାନଙ୍କ ମଧ୍ୟରେ ହୃଦଘାତର ମାମଲା କିପରି ବଢୁଛି…