ଆଜିଠାରୁ ଆକାଶରେ ଦେଖାଯିବ ମହାଜାଗୃତିକ ଦୃଶ୍ୟ: ଚନ୍ଦ୍ରଙ୍କ ଅତି ନିକଟତର ହେବେ ଶୁକ୍ର

ଭୁବନେଶ୍ୱର: ଆଜିଠାରୁ ସନ୍ଧ୍ୟାର ଆକାଶରେ ଚନ୍ଦ୍ରର ଅତି ନିକଟରେ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଦେଖାଯିବ। ଏହା ଜୁନ ୧୫ ଯାଏଁ ଏପରି ଦେଖାଯିବ। ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ ଆକାଶରେ ଶୁକ୍ରକୁ…

ବିଧାନସଭା ବାହାରେ ଗୋ-ମୁତ୍ର ସିଞ୍ଚନ କଲେ କଂଗ୍ରେସ ବିଧାୟକ, ଏହି ବିଜେପି ନେତାଙ୍କ ପାଦ ଛୁଇଁଲେ ଶିବକୁମାର

ବେଙ୍ଗାଲୁରୁ: ୧୬ ତମ କର୍ଣ୍ଣାଟକ ବିଧାନସଭାର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି। ସମସ୍ତ ନୂତନ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସିଦ୍ଦରମୈୟାଙ୍କ ନେତୃତ୍ୱାଧୀନରେ ହେଉଛି । ବିଧାନସଭା ଅଧିକାରୀଙ୍କ…

କାଲିଠାରୁ ହେବ ୨,୦୦୦ ନୋଟର ବଦଳ, ବ୍ୟାଙ୍କ ପାଇଁ ଗାଇଡଲାଇନ ଜାରି କଲେ RBI ଗଭର୍ଣ୍ଣର

ନୂଆଦିଲ୍ଲୀ: ମଙ୍ଗଳବାର ଠାରୁ ବ୍ୟାଙ୍କରେ ୨,୦୦୦ ଟଙ୍କା ନୋଟ୍ ବିନିମୟ କାର୍ୟ୍ୟ ଆରମ୍ଭ କରିବା ପାଇଁ ପୃଥକ ବ୍ୟବସ୍ଥା କରାଯାଇଛି। ବହୁ ସଂଖ୍ୟକ ନୋଟ୍ ଯୋଗୁଁ ଅନୁସନ୍ଧାନ ପାଇଁ ସମୟ ଲାଗିବ ଜ୍ଝ ସେଥିପାଇଁ ସମୟ ନେବା ପରେ…

୪ର୍ଥ ଶ୍ରେଣୀର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କଲେ ପଡୋଶୀ, ଶେଷରେ ପ୍ରେଗନେଣ୍ଟ କଥା ଜାଣି କରାଇଲେ ଗର୍ଭାପାତ

ଲକ୍ଷ୍ନୌ: ଦେଶରେ ବଳତ୍କାର ମାମଲା ବଢିବାରେ ଲାଗିଛି । ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ଗୋସାଇଁଗଜ ଥାନା ଅନ୍ତର୍ଗତ ଅମେଠି କସ୍ୱେରରେ ଘଟିଥିବା କଥା ସାମ୍ନାକୁ ଆସିଛି। ଜଣେ ୮ ବର୍ଷୀୟ ନାବାଳିକା ଗୋଟିଏ ମାଂସ ଦୋକାନୀ…

ଆଜି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବେ ନୀତିଶ, ବିରୋଧୀଙ୍କୁ କରିପାରିବେ କି ଏକଜୁଟ?

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଡେପୁଟି ତେଜସ୍ୱୀ ଯାଦବଙ୍କ ସହ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି। ଉଭୟ ରବିବାର ଦିନ ଦିଲ୍ଲୀରେ ଇଇଚ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ…

ଗଙ୍ଗା ନଦୀରେ ବୁଡିଗଲା ଡଙ୍ଗା, ଯାତ୍ରା କରୁଥିଲେ ୩୦ ଲୋକ, ଏପର୍ଯ୍ୟନ୍ତ ୪ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ିଯିବା ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଏହି ଡଙ୍ଗାରେ ୩୦ ଜଣ ଲୋକ ଯାତ୍ରା କରୁଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ…

ଭୀଷଣ ଗରମରେ ୨ବର୍ଷର ଶିଶୁକୁ କାରରେ ଛାଡି ଚାଲିଗଲା ମାଆ, ୧୫ ଘଣ୍ଟାପରେ ମନେପଡିଲା ପରେ…

ନୂଆଦିଲ୍ଲୀ: ଦୁଇ ବର୍ଷର ଶିଶୁକୁ ଭୀଷଣ ଗରମ କାରରେ ଛାଡି ଚାଲିଗଲା ମାଆ । ୧୫ଘଣ୍ଟା ପରେ ଶିଶୁର କଥା ମନେ ପଡିବା ପରେ କାରକୁ ଯାଇ ଦେଖିବା ପରେ ଶିଶୁଟିର ମୃତ୍ୟୁ ଘଟିଛି । ଏହି ମାମଲାରେ ପୋଲିସ ଶିଶୁର ପିତା…

DL, RC ଏବଂ ଇନ୍ସୁରାନ୍ସ ନଥିଲେ ମଧ୍ୟ କଟିବନି ଚାଲାଣ! ଏବେ ହ୍ୱାଟ୍ସଆପରେ ହେବ ସମସ୍ତ କାମ

ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ ନିୟମ ଅତ୍ୟନ୍ତ କଠୋର ହୋଇଛି। ଏପରି ପରିସ୍ଥିତିରେ ଯଦି ଡ୍ରାଇଭିଂ ଲାଇସେନ୍ସ (DL), ପଞ୍ଜୀକରଣ ପ୍ରମାଣପତ୍ର (ଆରସି) ଏବଂ ବୀମା କପି ସାଙ୍ଗରେ ନରୁହେ ତେବେ ସେଠାରେ ଆପଣଙ୍କର ଚାଲାଣ କଟିବ।…

ତୀକ୍ଷ୍ଣ ମସ୍ତିଷ୍କ ପାଇଁ ଅନୁସରଣ କରନ୍ତୁ ଏହି ୫ଟି ଉପାୟ, ଆଜି ପଢିଥିବା ପାଠ ମନେରହିବ ବୁଢା ହେବା ଯାଏଁ

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତିର ମନ ଏବଂ ମସ୍ତିସ୍କ ଅଲଗା ଅଟେ। ଏକ ତୀକ୍ଷ୍ଣ ମସ୍ତିସ୍କର ଗଠନ ଅନ୍ତର୍ନିହିତ କିନ୍ତୁ ଏହା ଅନେକ ଉପାୟରେ ତୀକ୍ଷ୍ଣ ହୋଇପାରେ। କିଛି ଲୋକଙ୍କ ମଧ୍ୟରେ ମନ କିମ୍ବା ବୁଦ୍ଧି ସହିତ ଜଡିତ…

କାଶ୍ମୀରରେ ଆଜିଠାରୁ ଜି-୨୦ ବୈଠକ ଆରମ୍ଭ, ସୁରକ୍ଷା କଡ଼ାକଡ଼ି

ଶ୍ରୀନଗର: କାଶ୍ମୀରରେ ଆଜିଠାରୁ ଜି-୨୦ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏହି ସମ୍ମିଳନୀ ୨୨ ରୁ ୨୪ ମେ’ ପର୍ଯ୍ୟନ୍ତ ଚାଲିବ । ଅନେକ ଦେଶର ଗଣମାନ୍ୟ ନେତା ଏହି ସମ୍ମିଳନୀରେ ଯୋଗ ଦେବେ, ତେଣୁ ସେମାନଙ୍କ ରହିବା ପାଇଁ…