ବେଙ୍ଗାଲୁରୁର ଏହି ରାସ୍ତାରେ ୨୪,୨୫ ଏବଂ ୨୬ ତାରିଖ ଯିବା ମନା, ଟ୍ରାଫିକ ଭିଡରେ ଫଶିପାରନ୍ତି, ଜାଣନ୍ତୁ କଣ ରହିଛି କାରଣ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ପ୍ୟାଲେସ ଗ୍ରାଉଣ୍ଡରେ ଦୁଇଟି ବଡ଼ ବଡ଼ କାର୍ଯ୍ୟକ୍ରମ ଜାରି ରହିଥିବାରୁ ଟ୍ରାଫିକ ଜାମ ହୋଇପାରେ, ଯେଉଁ କାରଣରୁ ଲୋକମାନଙ୍କୁ ବହୁ ଅସୁବିଧା ସାମ୍ନା କରିବାକୁ ପଡିପାରେ । ଏହି କାରଣ ଅଟେ ଯେ,…

୫୧ ଦିନ ଜେଲରେ ବିତାଇଲେ ସଞ୍ଜୟ ସିଂହ, ପୁଣି କୋର୍ଟ ତାଙ୍କୁ ପଠାଇଦେଲେ ତିହାଡ଼ ଜେଲ, ଜାଣନ୍ତୁ ଆଉ ରହିବେ କେତେ ଦିନ..

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟୀର ରାଜ୍ୟସଭା ସାଂସଦ ସଂଜୟ ସିଂହ ୫୧ ଦିନ ଜେଲରେ ରହିଛନ୍ତି । ସାଂସଦଙ୍କ ହେପଜତକୁ କୋର୍ଟ ପୁଣି ଥରେ ୧୪ ଦିନ ବଢାଇ ଦେଇଛନ୍ତି । ସଂଜୟ ସିଂହଙ୍କୁ ୪…

Deepfakes ଅପବ୍ୟବହାରକୁ ନେଇ କଠୋର ହେଲେ ସରକାର: ଆଇଟି ମନ୍ତ୍ରୀ କହିଲେ ସୋସିଆଲ ମିଡିଆ କମ୍ପାନୀମାନଙ୍କର ୭ ଦିନ ସମୟ ଅଛି

ନୂଆଦିଲ୍ଲୀ : ଡିପଫେକ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କଥାବାର୍ତ୍ତା କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ଏକ ବୈଠକ ରଖିଥିଲେ । ଯେଉଁଥିରେ…

(Video) ପୂର୍ବରୁ ଦେଖିନଥିବେ ଏପରି ଭିଡିଓ! ଗୋଟିଏ ପୁଅ ପାଇଁ ଦୁଇ ଝିଅଙ୍କ ମଧ୍ୟରେ ଯୁଦ୍ଧ, ହେଲେ..

ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। କେତେବେଳେ ଦିଲ୍ଲୀ ମେଟ୍ରୋର ଡ୍ୟାନ୍ସ ଭିଡିଓ ଭାଇରାଲ ହୁଏ ତ କେତେବେଳେ ବସ୍‌ରେ ସିଟ୍ ପାଇଁ ଲଢେଇ ଲାଗୁଥିବା ମହିଳାଙ୍କ ଭିଡିଓ…

ପାଦ ଫୁଲିଯିବା ଏହି ଗମ୍ଭୀର ରୋଗର ବଢ଼ାଇଥାଏ ଆଶଙ୍କା, ତୁରନ୍ତ ଦିଅନ୍ତୁ ଧ୍ୟାନ

ଅନେକ ଲୋକଙ୍କର ପାଦରେ ଫୁଲିଯିବା ସମସ୍ୟା ଥାଏ। କିନ୍ତୁ ସାଧାରଣତଃ ଆମେ ବିଶ୍ୱାସ କରୁ ଯେ, ଏହା ପଛରେ ଅନେକ ସାଧାରଣ କାରଣ ଅଛି ଯେପରିକି ଥକ୍କା, ଅତ୍ୟଧିକ ଚାଲିବା, ଆଘାତ, ଭାରୀ ଭାର ଉଠାଇବା ଇତ୍ୟାଦି। ତଥାପି,…

GPay ଏବଂ Paytmରେ ମୋବାଇଲ୍ ରିଚାର୍ଜ କରିବା ଆଉ ମାଗଣା ନୁହେଁ, ଆପଣଙ୍କୁ ଏତିକି ଦେବାକୁ ପଡିବ ଅଧିକ ପ୍ଲାଟଫର୍ମ ଚାର୍ଜ

ନୂଆଦିଲ୍ଲୀ: ପେଟିଏମ୍, ଗୁଗୁଲ୍ ପେ, ଫୋନ୍ ପେ ଆପ୍ ଭାରତରେ ବହୁଳ ଭାବରେ ବ୍ୟବହୃତ ହୁଏ। ଏଗୁଡ଼ିକ ହେଉଛି ଦେଶର ପ୍ରମୁଖ UPI ଆପ୍। ଏହି ଆପ୍ସ ମାଧ୍ୟମରେ ଲୋକମାନେ ଭଡା, ବିଲ୍ ପେମେଣ୍ଟ, ଗ୍ୟାସ୍, ଫ୍ଲାଇଟ୍, ବୀମା,…

Ponzi-schemeରେ ବଢିପାରେ ଅଭିନେତା ପ୍ରକାଶ ରାଜଙ୍କ ସମସ୍ୟା, ଜେରା ପାଇଁ ସମନ ପଠାଇଲା ED

ନୂଆଦିଲ୍ଲୀ: ଜଣାଶୁଣା ଅଭିନେତା ପ୍ରକାଶ ରାଜଙ୍କୁ ଗୁରୁବାର ଦିନ ପୋଞ୍ଜି ଯୋଜନା ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଡକାଇଛି। ଏହାପୂର୍ବରୁ ତାମିଲନାଡୁର ତିରୁଚିରାପଲ୍ଲୀରେ ଅବସ୍ଥିତ ପ୍ରଣବ ଜୁଏଲର୍ସ…

କରୋନା ପରି ଆଉ ହେବନି ଭୁଲ! ଚୀନରେ ବ୍ୟାପୁଥିବା ରହସ୍ୟମୟୀ ରୋଗକୁ ନେଇ ରିପୋର୍ଟ ମାଗିଲା WHO

ନୂଆଦିଲ୍ଲୀ: କରୋନା ପରେ ଚୀନରେ ପୁଣି ଏକ ନୂଆ ରୋଗର ଖବର ଆସୁଛି। ଉତ୍ତର ଚୀନରେ ନିମୋନିଆ ବ୍ୟାପୁଥିବା ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବେଜିଂରୁ ଅଧିକ ରିପୋର୍ଟ ମାଗିଛି। ଏହି ରୋଗ ଦ୍ୱାରା ପିଲାମାନେ ଅଧିକ…

ଆହତଙ୍କୁ ଥାନାରେ ମିଳିଲାନି ନ୍ୟାୟ, ଶେଷରେ ଆମ୍ବୁଲାନ୍ସରେ ପହଞ୍ଚିଲେ ପୋଲିସ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରେ ଆଜି ଦ୍ୱିପ୍ରହରରେ ପୋଲିସ କମିଶନର କାର୍ଯ୍ୟାଳୟରେ ଉତ୍ତେଜନା ଦେଖାଦେଇଛି । ଏଠାରେ ଜଣେ ବ୍ୟକ୍ତି ନ୍ୟାୟ ପାଇଁ ଆମ୍ବୁଲାନ୍ସରେ ପୋଲିସ ଅଧିକାରୀଙ୍କୁ ଭେଟିବାକୁ ଆସିଛନ୍ତି । ଆହତ…

ବ୍ରଜ ରାଜ ଉତ୍ସବରେ ସାମିଲ ହେବା ପାଇଁ ମଥୁରାରେ ପହଁଚିଲେ PM ମୋଦୀ, ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ କଲେ ଦର୍ଶନ

ନୂଆଦିଲ୍ଲୀ: ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ମଥୁରାରେ ବର୍ତ୍ତମାନ ବ୍ରଜ ରାଜ ଉତ୍ସବ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରଜ ରାଜ ଉତ୍ସବରେ ସାମିଲ ହେବା ପାଇଁ ଗୁରୁବାର ସଂଧ୍ୟାରେ ସେ ମଥୁରାରେ ପହଁଚିଛନ୍ତି…