ଦିନକୁ ୭-୮ ଘଣ୍ଟାରୁ ଅଧିକ ଶୋଉଛନ୍ତି କି? ସାବଧାନ ରୁହନ୍ତୁ ନଚେତ ହୋଇପାରେ ଏହି ୫ଟି ରୋଗ
ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସୁସ୍ଥ ଖାଦ୍ୟ ଖାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ, ପର୍ଯ୍ୟାପ୍ତ ପରିମାଣରେ ଶୋଇବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଯେଉଁ ଲୋକମାନେ ୭-୮ ଘଣ୍ଟାରୁ କମ୍ ଶୋଇଥା’ନ୍ତି,…