୧୫ ଅକ୍ଟୋବରରେ ନିଜ ଶତ୍ରୁ ମଙ୍ଗଳ ଘରେ ପ୍ରବେଶ କରିବେ ଶନି, ଏହି ରାଶିମାନେ ରୁହନ୍ତୁ ସାବଧାନ
ବୈଦିକ ଜ୍ୟେତିଷରେ ଶନିଙ୍କ ବିଶେଷ ମହତ୍ତ୍ୱ ରହିଛି । ସମସ୍ତ ଗ୍ରହ ମଧ୍ୟରୁ ଶନିଙ୍କ ଗତି ବହୁତ ଧୀର ଅଟେ । ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପାଇଁ ଶନିଙ୍କୁ ପ୍ରାୟତଃ ଅଢେଇ ବର୍ଷ ସମୟ ଲାଗିଥାଏ । କର୍ମଫଳ ଦାତା ଶନି,…