ଇନଷ୍ଟାଗ୍ରାମ ଏବଂ ଫେସବୁକ ପାଇଁ ପ୍ରତି ମାସରେ ଦେବାକୁ ପଡିବ କି ୧୬୬୫ ଟଙ୍କା? ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପାଇଁ ଏହାର ବିଜ୍ଞାପନମୁକ୍ତ ଯୋଜନା ପାଇଁ ସୋସିଆଲ୍ ମିଡିଆ ମେଟା ଏହାର ୟୁରୋପୀୟ ଉପଭୋକ୍ତାମାନଙ୍କୁ ମାସକୁ ପ୍ରାୟ ୧୪ ଡଲାର୍ ଚାର୍ଜ କରିପାରେ। ବିଜ୍ଞାପନମୁକ୍ତ ଯୋଜନାର ଅର୍ଥ…