୨୨ ସେପ୍ଟେମ୍ବରରେ ପଡୁଛି ସନ୍ତାନ ସପ୍ତମୀ: ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ

ସନ୍ତାନ ପ୍ରାପ୍ତି ପାଇଁ ସନ୍ତାନ ସପ୍ତମୀ ବହୁ ଫଳପ୍ରଦ ବୋଲି ବିଶ୍ୱାସ କରାଯାଏ । ଚଳିତ ବର୍ଷ ସନ୍ତାନ ସପ୍ତମୀ ୨୨ ସେପ୍ଟେମ୍ବରରେ ପଡୁଛି । ଏହାକୁ ଲଳିତା ସପ୍ତମୀ ଏବଂ ମୁକ୍ତଭରଣା ସପ୍ତମୀ ନାମରେ ମଧ୍ୟ ଜଣାଯାଏ ।…

‘ସ୍ୱର୍ଗ ପାହାଚ’ରେ ଚଢୁଥିଲା ଏହି ବ୍ୟକ୍ତି, ୩୦୦ ଫୁଟ ଉଚ୍ଚତାରୁ ତଳେ ପଡି ମୃତ

ନୂଆଦିଲ୍ଲୀ: "ଟ୍ରେନରୁ ବାହାରକୁ ଝୁଲିବା", "ନଦୀ କିମ୍ବା ଜଳପ୍ରପାତର ଅତି ନିକଟବର୍ତ୍ତୀ ହେବା", "ବାଇକରେ ଷ୍ଟଣ୍ଟ କରିବା" ଏବଂ ଆହୁରି ଅନେକ ମାରାତ୍ମକ କାର୍ଯ୍ୟ ଯାହା ସୋସିଆଲ ମିଡିଆରେ ଲୋକମାନେ କରୁଥିବା…

3 Idiotsର ଅଭିନେତା ଅଖିଳ ମିଶ୍ରଙ୍କ ପରଲୋକ, ରୋଷେଇ ଘରେ ହେଲା ଦୁର୍ଘଟଣା, ୫୮ବର୍ଷରେ ବୁଜିଲେ ଆଖି

ମୁମ୍ବାଇ: ଆମୀର ଖାନଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ୩ ଇଡିଅଟ୍ସରେ ଲାଇବ୍ରେରିଆନ 'ଦୁବେ ଜୀ'ର ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଳ ମିଶ୍ରଙ୍କ ଦେହାନ୍ତ ହୋଇଛି। ଅଖିଳଙ୍କୁ ମୃତ୍ୟୁ ସମୟରେ ୫୮ ବର୍ଷ ବୟସ…

ଚୋରି ହେଇଗଲା ୨୫୦ ବର୍ଷର ପୁରୁଣା ବଜରଙ୍ଗବାଲୀଙ୍କ ଅଷ୍ଟଧାତୁ ମୂର୍ତ୍ତି, ମୂଲ୍ୟ ୪୦ କୋଟି, ପୋଲିସ କହୁଛି..

ନୂଆଦିଲ୍ଲୀ: ବିହାରର ଛପରା ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନାନୁଯାୟୀ, ଛପରା ଧାର୍ମିକ ନଗରୀ ରିବିଲଗଞ୍ଜରେ ୪୦ କୋଟି ମୂଲ୍ୟର ବଜରଙ୍ଗ ଅଷ୍ଟଧାତୂର ମୂର୍ତ୍ତି ଚୋରମାନେ ଚୋରି କରିନେଇଛନ୍ତି ।…

ରେଲୱେ ଯାତ୍ରୀମାନଙ୍କୁ ମିଳିଲା ଉପହାର! ଟିକେଟ ପାଇଁ ଆଉ ଟେନସନ ନାହିଁ, ପର୍ବାଣୀ ପାଇଁ ହେଲା ଖାସ ବ୍ୟବସ୍ଥା

ନୂଆଦିଲ୍ଲୀ: ପର୍ବପର୍ବାଣୀର ଛୁଟି ସମୟରେ ଟ୍ରେନରେ ଭିଡକୁ ଦେଖି ରେଲୱେ ପ୍ରଶାସନ ପୂଜା ସ୍ପେଶାଲ ଟ୍ରେନ ଚଲାଇବା ପାଇଁ ଘୋଷଣା କରିବା ଆରମ୍ଭ କରିଦେଇଛି । ବୁଧବାର ପ୍ରଥମ ପୂଜା ସ୍ପେଶାଲ ଟ୍ରେନ ରାଜସ୍ଥାନରେ ୭…

ବିନା PAN କାର୍ଡରେ ITR ଦାଖଲ କରିପାରିବେ କି ବରିଷ୍ଠ ନାଗରିକ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପ୍ୟାନ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଯାହା ସାହାଯ୍ୟରେ ବିଭିନ୍ନ ଆର୍ଥିକ କାର୍ଯ୍ୟ ବା ବ୍ୟାଙ୍କ ସହ ଜଡିତ କାମ କରାଯାଇଥାଏ । ପ୍ୟାନ କାର୍ଡର ବ୍ୟବହାର ଆଇଟିଆର ଫାଇଲ କରିବା ଠାରୁ ନେଇ…

‘ସଂରକ୍ଷିତ ମହିଳାମାନେ ୨୦୨୯ ନିର୍ବାଚନରେ ସାଂସଦ ହେବେ’, ସଂସଦରେ ଜେପି ନଡ୍ଡାଙ୍କ ବିବୃତ୍ତି

ନୂଆଦିଲ୍ଲୀ: ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ଏହି ବିଲ୍ କେବେ କାର୍ଯ୍ୟକାରୀ ହେବ ସେନେଇ ପ୍ରଶ୍ନ ଉଠିଛି। ୨୦୨୪ ଲୋକସଭା ନିର୍ବାଚନରେ ​​କିମ୍ବା ୨୦୨୯ ନିର୍ବାଚନରେ ​ରାଜ୍ୟସଭାରେ ଏହି ବିଲ୍ ଉପରେ…

ଏହି କାରଣ ପାଇଁ କମ ବୟସରୁ ହେଉଛି ହାର୍ଟ ଆଟାକ୍, ବଞ୍ଚିବା ପାଇଁ କରନ୍ତୁ ଏହି ଟେଷ୍ଟ

ଗତ ଏକ ବର୍ଷ ମଧ୍ୟରେ ସାରା ଦେଶରେ ହୃଦଘାତ ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ୨୦ ରୁ ୪୦ ବର୍ଷ ବୟସର ଲୋକ ହୃଦଘାତରେ ପୀଡିତ ହେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତି ଜଣକ ଘଟଣାସ୍ଥଳରେ ମରୁଛନ୍ତି। ଏହା ଦେଖାଯାଉଛି ଯେ,…

୧ ଅକ୍ଟୋବରରୁ ମହଙ୍ଗା ହେବାକୁ ଯାଉଛି ଜମି ମୂଲ୍ୟ, ଜାଣନ୍ତୁ ଏହା ପଛରେ ଥିବା କାରଣ

ନୂଆଦିଲ୍ଲୀ: ଦେଶର ଆଇଟି ହବ୍ ଭାବରେ ଏକ ଲୋକପ୍ରିୟ ସହର ବେଙ୍ଗାଲୁରୁରେ ଆଗାମୀ ସମୟରେ ସମ୍ପତ୍ତି ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି। ଏହି ମହଙ୍ଗା ସହରରେ ସମ୍ପତ୍ତି ମୂଲ୍ୟ ବୃଦ୍ଧି ହେତୁ, ଏଠାରେ ରହୁଥିବା ବାସିନ୍ଦାଙ୍କ…

ସମ୍ବିଧାନ କପିରେ ନାହିଁ ସେକ୍ୟୁଲାର-ସୋସିଆଲିଷ୍ଟ ଶବ୍ଦ, ନିଜ ସ୍ଥାନରେ ଅଛି ସମାଜବାଦୀ-ନିରପେକ୍ଷ ଶବ୍ଦ

ନୂଆଦିଲ୍ଲୀ: ସଂସଦର ନୂଆ ଭବନ ତିଆରି ସମୟରେ ସମ୍ବିଧାନର ପ୍ରସ୍ଥାବନାରେ ସେକ୍ୟୁଲାର-ସୋସିଆଷ୍ଟ ଶବ୍ଦ ନଥିବାକୁ ନେଇ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଅଭିଯୋଗ ପରେ ଅନ୍ଦୋଳନ ସୃଷ୍ଟି ହୋଇଛି । ଏବେ ଏହି…