ବିଲ୍ ପାସ ହେବା ପରେ ରାଜୀବ ଗାନ୍ଧୀଙ୍କର ପୂରଣ ହେବ ସ୍ୱପ୍ନ, ମହିଳା ସଂରକ୍ଷଣକୁ ନେଇ ଲୋକସଭାରେ କହିଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ ରେ ପୁରୁଣା ସଂସଦରେ ଆରମ୍ଭ ହୋଇଥିଲା, କିନ୍ତୁ ଗତକାଲି ଠାରୁ ନୂତନ ସଂସଦରେ ଅଧିବେଶନ ଆରମ୍ଭ ହୋଇଛି। କେବଳ ଗତକାଲି ସରକାର ନାରୀ ଶକ୍ତି ବନ୍ଧନ ବିଲ୍ ଆଗତ…