ଟାଟା ମୋଟର୍ସ ବିଷୟରେ ବଡ ଖବର: ମୂଲ୍ୟ ବୃଦ୍ଧି ପାଇଁ ଘୋଷଣା କରିଛି କମ୍ପାନୀ

ନୂଆଦିଲ୍ଲୀ: ଟାଟା ମୋଟର୍ସ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସୋମବାର ସନ୍ଧ୍ୟାରେ ଟାଟା ମୋଟର୍ସ ଏହାର ଯାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି। କମ୍ପାନୀ ଏହାର ବ୍ୟବସାୟିକ ଯାନ ପାଇଁ ଏହି ମୂଲ୍ୟ ବୃଦ୍ଧି…

‘ସରକାର ଆସିବେ ଏବଂ ଯିବେ କିନ୍ତୁ…’, ପୁରୁଣା ସଂସଦର ଶେଷ ଭାଷଣରେ ଅଟଳ ବିହାରୀ ବାଜପେୟୀଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ସଂସଦର ସ୍ୱତନ୍ତ୍ର ଅଧିବେସନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସେହି ଗୁରୁତ୍ୱପୂର୍ଣ୍ଣ ଭାଷଣକୁ ମନେପକାଇଛନ୍ତି । ଯେଉଁଥିରେ ସେ…

ପୋଷାକ ପିନ୍ଧିବାକୁ ନେଇ ଲଗାଯିବ କଟକଣା: ସରକାରଙ୍କ ଭାବନାକୁ ଦୃଷ୍ଟିରେ ରଖି ମାନିବାକୁ ପଡିବ ଏହି ନିୟମ

ନୂଆଦିଲ୍ଲୀ: ସାଧାରଣତଃ ସରକାର ସ୍କୁଲ ଏବଂ କଲେଜ ଗୁଡ଼ିକରେ ୟୁନିଫର୍ମ ପ୍ରଚଳନ କରିଛନ୍ତି । କିଛି ଦିନ ତଳେ ବହୁ ମନ୍ଦିର ଗୁଡିକରେ ମଧ୍ୟ ପୋଷାକକୁ ନେଇ ଅନେକ କଟକଣା ଜାରି ହୋଇଥିଲା । ହେଲେ ଏହାରି ମଧ୍ୟରେ ଚୀନ ସରକାର…

ଗରମ ଖାଦ୍ୟ ବା ଚାହାରେ ପୋଡିଯାଇଛି କି ଜିଭ? ତେବେ ତୁରନ୍ତ କରନ୍ତୁ ଏହି କାମ, ହୋଇଯିବ ନର୍ମାଲ

ଦ୍ରୁତ ଗତିଶୀଳ ଜୀବନଶୈଳୀରେ ଶୀଘ୍ର ଖାଇବା କିମ୍ବା ବିଶେଷତଃ ଚା ପିଇବା ଆପଣଙ୍କ ଜିଭକୁ ଜାଳି ଦେଇପାରେ। ବିଶେଷକରି ଗରମ ଚା, ଗରମ କଫି, ପାଣି ଏବଂ ଖାଦ୍ୟ ଯୋଗୁଁ ଜିଭ ଜଳିବା ଏକ ସାଧାରଣ କଥା ହୋଇଗଲାଣି। ବେଳେବେଳେ ଏହି…

ବିକ୍କି କୌଶଲଙ୍କ ଏହି ଅଭ୍ୟାସ ପାଇଁ ଅସୁବିଧାରେ ପଡିଛନ୍ତି ପତ୍ନୀ କ୍ୟାଟ୍ରିନା କୈଫ, ଆକ୍ଟର କହିଲେ ‘ଏବେ ସେ ହାର ମାନିଯାଇଛନ୍ତି’

ନୂଆଦିଲ୍ଲୀ: ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ ବଲିଉଡର ଲୋକପ୍ରିୟ ଦମ୍ପତ୍ତି କହିବା ଅତ୍ୟୁକ୍ତି ହେବନାହିଁ । ଏମାନଙ୍କ ଯୋଡିକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିବା ଦେଖିବାକୁ ମିଳିଥାଏ । ଏହି ଦମ୍ପତ୍ତି ସର୍ବଦା କପଲ…

ମହିଳାମାନଙ୍କ ସଂରକ୍ଷଣ ଉପରେ ବିଲ୍ ଆଣିପାରନ୍ତି ସରକାର, ବୁଧବାର ଦିନ ହୋଇପାରେ ଆଗତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ମହିଳାମାନଙ୍କ ସଂରକ୍ଷଣ ଉପରେ ବିଲ୍ ଅଣାଯାଇପାରେ । ସୋମବାର ଠାରୁ ସଂସଦର ବିଶେଷ ଅଧିବେସନ ଆରମ୍ଭ ହୋଇଥିଲା । ଏହି ସୂଚନା ଏକ ବିଶେଷ ସୂତ୍ରରୁ ଜଣାପଡିଛି । ଏହି ବିଲକୁ…

ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୁସି ଖବର: ପ୍ରଥମ ଥର ପାଇଁ ଏହି ହସ୍ପିଟାଲରେ ଆରମ୍ଭ ହେଲା ସ୍ପେଶାଲ OPD

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଲୋକମାନେ ସରକାରୀ ଡାକ୍ତରଖାନାରେ ସ୍ୱତନ୍ତ୍ର OPD ସେବା ଦାବି କରୁଥିଲେ। ଏହି ସମ୍ପ୍ରଦାୟ ପାଇଁ ଏହା ଏକ ଖୁସିର ବିଷୟ ଯେ, ବର୍ତ୍ତମାନ ସେମାନଙ୍କର ଦାବି…

(Video) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମଦିବସ: ଓଡ଼ିଆ କଳାକାର ଧୂଆଁରେ ଆଙ୍କିଲେ PMଙ୍କ ଫଟୋଚିତ୍ର

କଟକ: ଆଜି ସାରା ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମ ବାର୍ଷିକୀ ପାଳନ କରୁଛି । ଏହାରି ମଧ୍ୟରେ କଟକର ସ୍ମୋକ କଳାକାର ଦୀପକ ବିଶ୍ୱାଳ ନିଆଁ ଲଗାଇ ସେହି ଧୂଆଁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

RTO ପାଖକୁ ଯିବାକୁ ପଡିବନି, ଘରେ ବସି ଏପରି କରିପାରିବେ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ

ନୂଆଦିଲ୍ଲୀ: ଆପଣ ଏକ ବାଇକ୍, କାର୍ କିମ୍ବା ଅନ୍ୟ କୌଣସି ପ୍ରକାରର ଗାଡି ଚଳାଇବାକୁ ଚାହୁଁଛନ୍ତି କି,ତେବେ ଏଥିପାଇଁ ବିନା ଲାଇସେନ୍ସରେ ଗାଡି ଚଳାଇବା ଏକ ଦଣ୍ଡନୀୟ ଅପରାଧ। ଏହା ଆପଣଙ୍କ ଅନ୍ୟ ଡକ୍ୟୁମେଣ୍ଟ୍ ପରି…

ପାର୍କିଂ ବିବାଦକୁ କେନ୍ଦ୍ର କରି, ସ୍ତ୍ରୀ ଏବଂ ପୁଅଙ୍କ ସାମ୍ନାରେ ସ୍ୱାମୀକୁ ହତ୍ୟା

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଏକ ଘରେ ୬ ଜଣ ବ୍ୟକ୍ତି ପଶି ପାର୍କିଂ ବିବାଦ ପାଇଁ ତାଙ୍କ ପତ୍ନୀ ଏବଂ ପୁଅଙ୍କ ଆଗରେ ଜଣେ ବ୍ୟକ୍ତିଙ୍କୁ ଛୁରୀରେ ହତ୍ୟା କରିଛନ୍ତି। ଏହି ବ୍ୟକ୍ତି ଦକ୍ଷିଣ ପୂର୍ବ ଦିଲ୍ଲୀର…