ଭାଦ୍ରବ ଅମାବାସ୍ୟାରେ ଗଠିତ ହେଉଛି ଫାଲଗୁନୀ ନକ୍ଷତ୍ର ଯୋଗ, ଏହି ୪ ରାଶି ପାଇବେ ବମ୍ପର ଲାଭ
ସନାତନ ଧର୍ମରେ ପୂର୍ଣ୍ଣିମା ତିଥିର ଯେପରି ଗୁରୁତ୍ୱ ରହିଛି ସେହିପରି ଅମାବାସ୍ୟା ତିଥିର ମଧ୍ୟ ସେହିପରି ଗୁରୁତ୍ୱ ରହିଛି । ଏହି ଦିନ ସ୍ନାନ, ଦାନ, ଧ୍ୟାନ ଏବଂ ପିତୃ ପୁରୁଷଙ୍କର ଶ୍ରାଦ୍ଧ ପାଇଁ ଶୁଭ ବୋଲି କୁହାଯାଇଛି…