ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ଓଡ଼ିଶାର ୪ ମୃତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏକ ଲରି ସହ ଆମ୍ବୁଲାନ୍ସ ଧକ୍କା ହୋଇଛି । ଏଥିସହ ୩ ଜଣ ମଧ୍ୟ…

ନୁହରେ ପୁଣି ବନ୍ଦ ହେଲା ଇଣ୍ଟରନେଟ ସେବା, ଲାଗୁ ହେଲା ୧୪୪ ଧାରା, କଂଗ୍ରେସ ବିଧାୟକ ମାମନ ଖାନଙ୍କ ଗିରଫ ପରେ ଶୁଣାଣି

ନୂଆଦିଲ୍ଲୀ: ନୁହ ହିଂସା ମାମଲାରେ କଂଗ୍ରେସ ବିଧାୟକ ମାମନ ଖାନଙ୍କ ଗିରଫ ପରେ ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଛି । ଏଥିସହ ୧୬ ସେପ୍ଟେମ୍ବର ରାତି ୧୨ଟା ଯାଏଁ ଇଣ୍ଟରନେଟ ସେବା ଗୁଡିକୁ ବନ୍ଦ କରାଯାଇଛି । ହରିୟାଣା…

Big Breaking: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ ଖୋଲିବା କଥା ସାମ୍ନାକୁ ଆସିଛି । ବର୍ତ୍ତମାନ ସମୁଦାୟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପର…

ଯଦି ଆପଣ ଗୋଟିଏ ମାସ ପର୍ଯ୍ୟନ୍ତ ଖାଇବେନି ରୁଟି, ତେବେ ଶରୀର ଉପରେ କେଉଁ ପ୍ରଭାବ ପଡିବ?

ଗ୍ଲୁଟେନ ଏକ ଉତ୍ତମ ପୋଷକ ତତ୍ତ୍ୱ ଅଟେ । ଗହମ ଏବଂ ବ୍ରେଡ ଆମ ଖାଦ୍ୟପେୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଗ୍ଲୁଟେନ ରୁଟି, ପାସ୍ତା ଏବଂ ବେକ୍ କରାଯାଇଥିବା ଫୁଡ ଆଇଟମ୍ସରେ ମିଳୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ।…

ଇଞ୍ଜିନିୟର ଦିବସ : ବଲିଉଡର ଅନେକ କଳାକାର ପଢିଛନ୍ତି ଇଞ୍ଜିନିୟରିଂ, ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ : ଆମେ କଳାକାର ମାନଙ୍କୁ ରୂପେଲି ପରଦାରେ ଦେଖି ଖୁସି ହୋଇଥାଉ । ସେମାନଙ୍କ ଅଭିନୟ ଆମକୁ ପସନ୍ଦ ଆସିଥାଏ । ଆମେ ସେମାନଙ୍କର ସବୁ କଥାକୁ ଅନୁସରଣ କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ସିନେମାରେ ଅଭିନୟ…

ମଙ୍ଗଳ ଗ୍ରହରେ ତିଆରି ହେବ କି ଅମ୍ଳଜାନ? ଜାଣନ୍ତୁ ନାସା କେଉଁ ପ୍ରକାର ଆରମ୍ଭ କରିଛି ଗବେଷଣା

ନୂଆଦିଲ୍ଲୀ: ପୃଥିବୀ ଛାଡି ଅନ୍ୟ ଗ୍ରହରେ ବସବାସ କରିବାକୁ ମନୁଷ୍ୟ ସମସ୍ତ ପ୍ରୟାସ କରୁଛି। ଏଥିପାଇଁ ସେ ମଙ୍ଗଳ ଗ୍ରହରେ ଅମ୍ଳଜାନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ଖୋଜୁଛନ୍ତି। ଏହି ସ୍ପେସ୍ ରେ ଆମେରିକୀୟ…

ଛାଡ଼ପତ୍ର ପାଇଥିବା ଝିଅର ପୈତୃକ ସମ୍ପତ୍ତି ଉପରେ ଅଧିକାର ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଏକ ବଡ ନିଷ୍ପତି ନେଇଛନ୍ତି । ଅବିବାହିତ କିମ୍ବା ବିଧବା ଝିଆର ପିତୃ ସମ୍ପତ୍ତି ଉପରେ ଅଧିକାର ଅଛି କିନ୍ତୁ ଛାଡପତ୍ର ପାଇଥିବା ଝିଅର ପିତୃ ସମ୍ପତି ଉପରେ କୌଣସି ଅଧିକାର ନାହିଁ । ଏହାର…

ଫୋନ ନମ୍ବର ମାଗିବା ଏବଂ ଅଶ୍ଳୀଳ ବ୍ୟବାହର କରୁଥିଲେ ଏହି ଯୁବକ, ଚାପରେ ଫାଶୀ ଦେଇଦେଲେ କିଶୋରୀ

ନୂଆଦିଲ୍ଲୀ: ଗୌତମ ବୁଦ୍ଧ ନଗର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସୂଚନାନୁସାରେ, ଜୁଆର ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ଜଣେ ୧୪ ବର୍ଷର ବାଳିକା ନିର୍ଯାତନା ଅଭିଯୋଗରେ ଆତ୍ମହତ୍ୟା କରିଛି।…

ପୃଥିବୀର ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ L-1, ଟ୍ୱିଟ୍ କରି ସୂଚନା ଦେଲା ଇସ୍ରୋ

ନୂଆଦିଲ୍ଲୀ: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଅଧୀନରେ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ୍ -୧ ମହାକାଶଯାନ ଚତୁର୍ଥ 'ଆର୍ଥ ବାଉଣ୍ଡ ମନିଭର୍' ସଫଳତାର ସହ ସମାପ୍ତ କରିଛି। ଭାରତୀୟ ସ୍ପେସ୍ ଏଜେନ୍ସି 'ଇଣ୍ଡିଆନ୍ ସ୍ପେସ୍…

ଚାରୋଟି ବ୍ୟାଙ୍କ ଏହି ନିୟମକୁ କରିଛନ୍ତି ଅଣଦେଖା, ଜରିମାନା ଆଦାୟ କରିଛି ଆରବିଆଇ

ନୂଆଦିଲ୍ଲୀ: ଏହି ବ୍ୟାଙ୍କଗୁଡିକ ନିୟମକୁ ଅଣଦେଖା କରିଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଚାରୋଟି ବ୍ୟାଙ୍କ ଉପରେ ଜରିମାନା ଲଗାଇଛି। ଆରବିଆଇ ଏହାର ଜାରି ଆଦେଶରେ କହିଛି ଯେ, ଅନୁସନ୍ଧାନ ବେଳେ ଏହି ବ୍ୟାଙ୍କଗୁଡିକ…