ଜନସାଧାରଣଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଦେବେ ସରକାର, ସିଧା ସଳଖ ଖାତାକୁ ଆସିବ ୯୧୪ ଟଙ୍କା
ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଉଜ୍ୱଳା ଯୋଜନାର ୧.୭୫ କୋଟି ହିତାଧିକାରୀଙ୍କୁ ଦୁଇଟି ମାଗଣା ଏଲପିଜି ସିଲିଣ୍ଡର ଦେବା ପରିବର୍ତ୍ତେ ଉତ୍ତରପ୍ରଦେଶ ସରକାର ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ରଖିବାକୁ ଚିନ୍ତା କରୁଛନ୍ତି।…