ଭାରତ ଯୋଡ଼ ଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ରାହୁଲଗାନ୍ଧୀ ଏବଂ ପୋଲିସ ମୁହାଁମୁହିଁ

ଶ୍ରୀନଗର: ସୁରକ୍ଷାକୁ ନେଇ କଂଗ୍ରେସ ଏବଂ ଜାମ୍ମୁ-କାଶ୍ମୀର ପୋଲିସ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଭାରତ…

କୁକୁରକୁ ଖାଇବା ଦେବା ପାଇଁ ଯାଇଥିଲେ, ହଠାତ କାର ଆସି ପହଁଚିଲା, ତା’ପରେ..

ଗାଜିଆବାଦ: ୟୁପିର ଗଜିଆବାଦରେ ଜଣେ ମହିଳା କୁକୁରକୁ ଖାଇବା ଦେବାକୁ ଯାଇ ଯୌନ ନିର୍ଯାତନାର ଶିକାର ହୋଇଥିବା କଥା ସାମ୍ନାକୁ ଆସିଛି । ମହିଳାଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।…

ଚାଣକ୍ୟ ନୀତି: ଏହି ଦାନ କରିବା ଦ୍ୱାରା ମଣିଷକୁ ଛୁଇଁପାରେନି ଦାରିଦ୍ର୍ୟତା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଦାର୍ଶନିକ, ସେ ଜଣେ କୂଟନୀତିଜ୍ଞ ତଥା ଭାରତର ପଣ୍ଡିତ ଥିଲେ। ସେ ମାନବ ଜୀବନ, ​​ସଫଳତା, ପ୍ରତାରଣା ବିଷୟରେ ଅନେକ କଥା କହିଛନ୍ତି । ତାଙ୍କ କଥା ନୀତି ଶାସ୍ତ୍ରୀରେ ସଂକଳିତ ହୋଇଛି । ଯିଏ…

ଖୁସି ଖବର, ରାଜସ୍ଥାନ ପରେ ଏହି ରାଜ୍ୟରେ ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

ଗୋଆ : ରାଜସ୍ଥାନ ପରେ ବର୍ତ୍ତମାନ ଗୋଆରେ ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର । ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିପିଏଲ କାର୍ଡଧାରୀମାନଙ୍କୁ ୫୦୦ ଟଙ୍କା ରେ ଏଲପିଜି ଗ୍ୟାସ ସିଲିଣ୍ଡର ଯୋଗାଇବା…

ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ କିଏ ଜିତିବ? ଆସନ୍ତୁ ଜାଣିବା ମୋଦୀଙ୍କ ପ୍ଲାନ ବିଷୟରେ..

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ରାଜନୈତିକ ଦଳ ନିଜନିଜ ଭିତରେ ପ୍ରସ୍ତୁତି ଚଳାଇଛନ୍ତି । ଭାରତୀୟ ଜନତା ପାର୍ଟୀ ପୁର୍ନବାର ବହୁମତ ସହ ନିର୍ବାଚନ ଜିତିବ ବୋଲି ଦାବି କରିଆସିବା ସହ କଂଗ୍ରେସ ଭାରତ…

ଦେଶ ଶୁଣିଲା ଓଡିଆ ଝିଅଙ୍କ ସ୍ୱର, ୧୮ଟି ସେଲିବ୍ରିଟିଙ୍କ ସହ ଗୀତ ବୋଲିଲେ ଦୀପ୍ତି

ଭୁବନେଶ୍ୱର: ଓଡ଼ିଶାର ଜଣେ ଜଣାଶୁଣା ଗାୟିକା ଭାବେ ଦୀପ୍ତିରେଖା ପରିଚିତ । ବର୍ତ୍ତମାନ ସେ ଜାତୀୟ ସ୍ତରରେ ଭୋଟରଙ୍କ ପାଇଁ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି । ଦୀପ୍ତିଙ୍କ ସ୍ୱର ଏବେ କେବଳ ଓଡ଼ିଶା ନୁହେଁ ସାରା ଦେଶ…

ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ଧରାପଡ଼ିଲେ ଏପରି

କେନ୍ଦୁଝର: ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର କୁମାର ସେଠୀ ଭିଜିଲାନ୍ସ ଜାଲରେ ଧରା ପଡିଥିବା କଥା ସାମ୍ନାକୁ ଆସିଛି, ସେ ଛୁଟି ଦରମା କରାଇଦେବା ପାଇଁ…

ଝିଟିପିଟି ର ଛୁଆ ଯାତ୍ରା କରିଲା ୪,୫୦୦ କିମି, ଶେଷରେ ଲାଞ୍ଜ ଅପରେସନ କରାଗଲା

ଲଣ୍ଡନ: ବିବିସିର ଏକ ରିପୋର୍ଟ ଅନୁସାରେ, ଏକ ଝିଟିପିଟି ଷ୍ଟ୍ରବେରୀ ଗୀନାରେ ମିସ୍ରରୁ ମେନଚେଷ୍ଟର ପର୍ଯ୍ୟନ୍ତ ୪,୫୦୦ କିମିରୁ ଅଧିକ ଯାତ୍ରା କରିଛି । ଝିଟିପିଟିର ଏହି ଛୁଆ, ଜଣେ ମହିଳାଙ୍କ ଫ୍ରିଜରେ ମିଳିଥିଲା ଯାହାକୁ…

ବାଳିକା ଜଣକ ଅର୍ଡର କରିଲା ସାନିଟାରୀ ପ୍ୟାଡ୍, Swiggy ସାଥିରେ ପଠାଇଲା ଏହି ଜିନିଷ..

ନୂଆଦିଲ୍ଲୀ: ଜଣେ ଝିଅ ଅନଲାଇନରେ ସାନିଟାରୀ ପ୍ୟାଡ୍ ଅର୍ଡର କରିଲେ । ହେଲେ ସେ ଯେତେବେଳେ ପାର୍ସଲ ଖୋଲି ଦେଖିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଘଟଣାକୁ ନେଇ ସେହି ବାଳିକା ଜଣକ ସୋସିଆଲ ମିଡ଼ିଆରେ ପୋଷ୍ଟ କରି…

ଦୁନିଆକୁ ଚୀନ ଉପରେ ବିଶ୍ୱାସ ନାହିଁ; ସନ୍ଦେହ ନଜରରେ ଦେଖୁଛନ୍ତି ଏକ୍ସପର୍ଟ

ଚୀନ: କରୋନା ମହାମାରୀ ସର୍ବପ୍ରଥମେ ଚୀନର ଉହାନ ସହରରେ ସୃଷ୍ଟି ହୋଇଥିଲା । ମଝିରେ କିଛିଦିନ ହେବ ଏହାର ପ୍ରଭାବ କମିଥିବା ବେଳେ ବର୍ତ୍ତମାନ ପୂନର୍ବାର ରୋଗୀଙ୍କ ସଂଖ୍ୟା ଚୀନରେ ବଢିବାରେ ଲାଗିଛି । ସବୁଥର ଭଳି ଏଥର…