ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଉଛି ମୁଣ୍ଡ ଓ ବେକ କର୍କଟ, ଜାଣନ୍ତୁ ଏହା ହେଲେ ଶରୀରରେ କଣ ଘଟେ?
ସାଧାରଣତଃ ଅନେକ ପ୍ରକାରର କର୍କଟ ଅଛି। କିନ୍ତୁ ବର୍ତ୍ତମାନ ମୁଣ୍ଡ ଏବଂ ବେକ କର୍କଟ ବିଶ୍ୱର ଷଷ୍ଠ ସାଧାରଣ କର୍କଟ ମଧ୍ୟରୁ ଅନ୍ୟତମ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ୫୭.୫ ପ୍ରତିଶତ ମାମଲା ଏସିଆରେ ପଞ୍ଜିକୃତ…