SBIରେ SCO ନିଯୁକ୍ତି, କେତେ ପଦବୀ ଖାଲି ରହିଛି ଏବଂ କିଭଳି ହେବ ଚୟନ, ଜାଣନ୍ତୁ
ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରେ କାମ କରିବାକୁ ଆଗ୍ରହୀ, ତେବେ ଏହି ଖବର ଆପଣଙ୍କ ପାଇଁ। ଭାରତୀୟ ଷ୍ଟେଟ ବ୍ୟାଙ୍କ ଅର୍ଥାତ୍ SBI ସ୍ପେସିଆଲିଷ୍ଟ କ୍ୟାଡର ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଛି।…