ChatGPT କ’ଣ ଲୋକଙ୍କ ଚାକିରି ନେଇଯିବ? ଏନେଇ ବଡ଼ ସଂକେତ ଦେଲେ openAIର ସିଇଓ

ନୂଆଦିଲ୍ଲୀ: ଚାଟଜିପିଟି ଏକ ଏଆଇ ଟୁଲ, ଯେଉଁଥିରେ ସବୁ ଡାଟା ଆଧାରରେ ସମସ୍ତ ମନୁଷ୍ୟ କାମକୁ ସହଜ ଏବଂ ଶୀଘ୍ର କରିଦିଏ । ଯେପରିକି କୌଣସି ଲେଖାଲେଖି କାମ, ପୋଏମ, ରିପୋର୍ଟ ଆଦି ଜିନିଷ । ଏଆଇ ଟୁଲକୁ ଆପଣ ଏପରି…

ପିରିୟଡ ପୂର୍ବରୁ ବ୍ରେଷ୍ଟରେ ହେଉଛି କି ଯନ୍ତ୍ରଣା? ତେବେ ଲକ୍ଷଣ ଚିହ୍ନି ଏଥିରୁ ପାଆନ୍ତୁ ମୁକ୍ତି

ଫାଇବ୍ରୋସିଷ୍ଟିକ୍ ବ୍ରେଷ୍ଟ ହେଉଛି ଏକ ଅବସ୍ଥା ଯାହା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ମହିଳାଙ୍କୁ ପ୍ରଭାବିତ କରିଥାଏ। ଯଦି ଆପଣ ଋତୁସ୍ରାବ ପୂର୍ବରୁ ସ୍ତନରେ ଯନ୍ତ୍ରଣା ଏବଂ କଷ୍ଟ ଅନୁଭବ କରୁଛନ୍ତି, ତେବେ ଆପଣ ଏହି…

ଆଇଫୋନ ଲୋଭରେ ଆଠମାସର ପୁଅକୁ ବିକିଦେଲେ ପିତାମାତା, ଦମ୍ପତ୍ତିଙ୍କ ରିଲ୍ସ ଦେଖିବା ପରେ ଖୋଲିଲା ଗୁମର, ମାଆ ହେଲା ଗିରଫ

ନୂଆଦିଲ୍ଲୀ: ଆଇଫୋନ୍ କିଣିବାର ଲୋଭରେ ପିତାମାତା ସେମାନଙ୍କର ଆଠ ମାସର ପୁଅକୁ ବିକ୍ରି କରିବା ଖବର ସାମ୍ନାକୁ ଆସିଛି। ଦମ୍ପତି ଦାମୀ ଫୋନରୁ ଏକ ସୁନ୍ଦର ରିଲ୍ ତିଆରି କରିବାକୁ ଚାହୁଁଥିଲେ। ଏହି ମାମଲା ପଶ୍ଚିମବଙ୍ଗର…

ହଠାତ୍ ଜୋରରେ ପବନ ହେତୁ ବୁଡିଗଲା ମୋଟର ଡଙ୍ଗା, ୩୦ ମୃତ

ନୂଆଦିଲ୍ଲୀ: ଫିଲିପାଇନ୍ସର ରାଜଧାନୀ ମନୀଲାରର ରିଜାଲ ପ୍ରାନ୍ତରେ ଥିବା ଏକ ହ୍ରଦରେ ଡଙ୍ଗାବୁଡି ଯିବା ଖବର ସାମ୍ନାକୁ ଆସିଛି । ଏଥିରେ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଫିଲିପିନ ତଟରକ୍ଷୀ ବାହିନୀ (ପିସିଜି)…

୧୩ତମ ମହଲା ଉପରେ ଚଢିଗଲା ୪ ଫୁଟ ବିଶିଷ୍ଟ ଅଜଗର, ଲୋକେ କହିଲେ ଏତେ ଉଚ୍ଚରେ ପହଁଚିଲା କିପରି

ମୁମ୍ବାଇ: ମୁମ୍ବାଇରେ ଏକ ୪ ଫୁଟ ଲମ୍ବ ବିଶିଷ୍ଟ ଅଜଗର ସାପ ୧୩ତମ ମହଲାର ଟାୱାର ଦେଇ ଛାତ ଉପରକୁ ଚଢିବାରେ ସଫଳ ହୋଇଛି । ଉଦ୍ଧାରକାରୀ ଦଳ ତାକୁ ଯାହା ଯେମିତି କରି ବଞ୍ଚାଇଦେଇଥିଲେ । ପରେ ଏହାକୁ ବନବିଭାଗକୁ…

ବଦଳିଲା ମହରମ ଛୁଟି ତାରିଖ: ଜୁଲାଇ ୨୯କୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୁସଲମାନ ସଂପ୍ରଦାୟର ବଳିଦାନ ପର୍ବ ହେଉଛି ମହରମ ପର୍ବ । ଏନେଇ ରାଜ୍ୟ ସରକାର ୨୯ ଜୁଲାଇକୁ ମହରମ ସରକାରୀ ଛୁଟି ରୂପେ ଘୋଷଣା କରିଛନ୍ତି । ଚଳିତ ବର୍ଷ ୨୮ ତାରିଖରେ ପଡୁଥିଲା ମହରମ ଛୁଟି ହେଲେ ଏହା…

କୃଷକଙ୍କୁ ମିଳିଲା ବଡ଼ ଉପହାର: ପ୍ରଧାନମନ୍ତ୍ରୀ ଜାରି କେଲେ କିସାନ ସମ୍ମାନ ନିଧିର ୧୪ ତମ କିସ୍ତି

ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଏକ ବିଶେଷ ଦିନ। କୃଷକମାନେ ଅପେକ୍ଷା କରିଥିବା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୪ ତମ କିସ୍ତି ଆଜି ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି…

ସରକାରୀ ମହିଳା କର୍ମଚାରୀଙ୍କୁ ମିଳିଲା ଉପହାର, ମାତୃତ୍ୱ ଛୁଟି ଲାଗି ଘୋଷଣା ହେଲା ଏକ ବର୍ଷ

ନୂଆଦିଲ୍ଲୀ: ମାଆ ହେବାକୁ ଥିବା ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାର ମାତୃତ୍ୱ ଛୁଟିକୁ ନେଇ ବଡ଼ ଘୋଷଣା କରିଛନ୍ତି । ଏବେ ମାଆ ହେବାକୁ ଥିବା ମହିଳା ମାନଙ୍କୁ ୧୨ ମାସର ଛୁଟି ମିଳିବ । ଏଥିସହ ଶିଶୁର…

OSSC ଜେଇ ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ହେଲା ମାଷ୍ଟର ମାଇଣ୍ଡ

ଭୁବନେଶ୍ୱର: OSSC ଜେଇ ସିଭିଲ୍ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ବାଲେଶ୍ୱର ପୋଲିସ ବିହାରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଥିବା ସୂଚନା ମିଳିଛି ।…

ଏପରି Leak ହେଉଛି ଆପଣଙ୍କ ଫୋନରୁ Private Data, ସୁରକ୍ଷିତ ପାଇଁ ଦେଖନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ ସୂଚନା ହେଉଛି ସବୁଠାରୁ ବଡ ଅସ୍ତ୍ର, ସେଥିପାଇଁ ଶତ୍ରୁ ବର୍ତ୍ତମାନ ସୂଚନା ବିପ୍ଳବର ଏହି ଅସ୍ତ୍ର ଉପରେ ନଜର ରଖିଛନ୍ତି। କିନ୍ତୁ ଏହି କୌଶଳ ଦ୍ୱାରା ଶତ୍ରୁ କିପରି ଆପଣଙ୍କ ବ୍ୟକ୍ତିଗତ…