ଧନ୍ୱନ୍ତରୀ ପର୍ବ ଦିନ ମା ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି କିଣିବା ସମୟରେ କାଦାପି କରନ୍ତୁନି ଏହି ଭୁଲ, ହୋଇପାରେ ସମସ୍ୟା

ନୂଆଦିଲ୍ଲୀ: ଆଜି ଧନ୍ୱନ୍ତରୀ ପର୍ବ ପାଳନ କରାଯାଉଛି। ଧନତେରସରେ ଦୀପାବଳି ପର୍ବ ଆରମ୍ଭ ହୋଇଥାଏ। ଧନତେରସ ଦିନ କିଣାକିଣି କରିବା ପାଇଁ ସବୁଠାରୁ ଶୁଭ ବୋଲି କୁହାଯାଏ। ମାନ୍ୟତା ଅନୁସାରେ, ଧନତେରସ ଦିନ କିଛି ମଧ୍ୟ ଶୁଭ…

ପାଟନା ମେଟ୍ରୋ ଟନେଲ ଦୁର୍ଘଟଣା: ୨ ଓଡ଼ିଆ ଶ୍ରମିକ ମୃତ, ଦୁଃଖ ପ୍ରକାଶ କଲେ ଶ୍ରମ ମନ୍ତ୍ରୀ

ପାଟନା: ବିହାର ରାଜଧାନୀ ପାଟଣାରେ ସୋମବାର ରାତିରେ ମେଟ୍ରୋ ଟନେଲ ତିଆରି ସମୟରେ ଏକ ବଡ ଦୁର୍ଘଟଣା ଘଟିଛି। ନିର୍ମାଣଧୀନ ମେଟ୍ରୋ ଟନେଲରେ ଲୋକୋ ମେସିନର ବ୍ରେକ ଫେଲ ହେବାରେ ୨ ଜଣ ମଜୁରିଆଙ୍କର ମୃତ୍ୟୁ ଘଟିଛି। ଏହି…

ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା, ୩ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ପଛକୁ ପଛ ପିଟିହେଲା ଟ୍ରକ, ବସ୍ ଏବଂ ଅଟୋ। ବସ୍ ଧକ୍କାରେ ଅଟୋରେ ବସିଥିବା ୩ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଏହି…

ଗତ ଦିପାବଳୀରୁ ଏପର୍ଯ୍ୟନ୍ତ ରୂପା ମହଙ୍ଗା ହେଲା ୪୨%ରୁ ଅଧିକ, ଜାଣନ୍ତୁ ଆଉ କେତେ ବଢିବ

ନୂଆଦିଲ୍ଲୀ: ରୂପା ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତ ଏକ ବର୍ଷ ମଧ୍ୟରେ ରୂପା ରିଟର୍ଣ୍ଣ ମାମଲାରେ ସୁନାକୁ ପଛରେ ପକାଇଛି। ଯଦି ଗତ ଦୀପାବଳି ବିଷୟରେ ଆଲୋଚନା କରିବା ତେବେ ହାରାହାରି…

ଭୁବନେଶ୍ୱରରେ ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ଜାରି ରହିଛି। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ,…

ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟ Bastianରୁ ଚୋରି, ଗାୟବ ହୋଇଗଲା ୮୦ ଲକ୍ଷ ଟଙ୍କାର କାର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ରେଷ୍ଟୁରାଣ୍ଟ Bastian ଆଟ ଦି ଟପ, ଦାଦର ୱେଷ୍ଟର କୋହିନୂର ସ୍କୋୟାରରେ ୪୮ତମ ମହଲାରେ ଅଛି। ସେଠାରେ ରବିବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।…

ଏହି ବ୍ଲଡ ଗ୍ରୁପର ଲୋକଙ୍କୁ ବ୍ରେନ ଷ୍ଟ୍ରୋକର ବିପଦ ସବୁଠୁ ଅଧିକ, ଷ୍ଟଡୀରେ ହେଲା ଖୁଲାସା

ନୂଆଦିଲ୍ଲୀ: ଷ୍ଟ୍ରୋକ ସେତେବେଳେ ହୋଇଥାଏ, ଯେତେବେଳେ ବ୍ରେନରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇ ନଥାଏ କିମ୍ବା ଇଣ୍ଟରନାଲ ବ୍ଲିଡିଂ ହୋଇଥାଏ। ଏଥିରେ ବ୍ରେନ ସେଲ୍ସ ଭାଙ୍ଗିଯାଏ ବା ମରିବାକୁ ଲାଗିଥାଏ, ଯେଉଁଥିରେ…

ବାଣ ବିକ୍ରି ପାଇଁ ଆସିଲା ଗାଇଡଲାଇନ, ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ଫୁଟାଯିବ ବାଣ

ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳୀ ପର୍ବ। ଏନେଇ ସହରଠୁ ପଲ୍ଲୀ ଯାଏଁ ସବୁଠି ଉତ୍ସବ ମୁଖର ହୋଇଉଠିଛି। ଏହାରି ମଧ୍ୟରେ ବାଣ ବିକ୍ରିକୁ ନେଇ ଗାଇଡଲାଇନ ଜାରି ହୋଇଛି। ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ବାଣ ଫୁଟିବ।…

(Video) ‘ମୋଦୀ ଲଡୁ’: ଦୀପାବଳି ପୂର୍ବରୁ ମିଠା ଦୋକାନୀ ପିଏମ ମୋଦୀଙ୍କ ନାମରେ ରଖିଛନ୍ତି ଶାହୀ ଲଡୁର ନାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକ ଏବଂ ମିଠା ବିକ୍ରେତା ସଞ୍ଜବୀ ଓରଫ ଲାଲୁ ଶର୍ମା ଦୀପାବଳି ପର୍ବ ପାଇଁ ‘ମୋଦୀ ଲଡୁ’ ନାମକ ଏକ ଖାସ ଲଡୁ ତିଆରି କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ବର୍ଷ…

ଚଳିତବର୍ଷ ସୁନା ଦର ବୃଦ୍ଧି ପାଇଛି ୩୩%, ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ କିଣୁଛନ୍ତି ବିପୁଳ ପରିମାଣର ଗୋଲ୍ଡ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଲଗାତାର ସୁନା ବୃଦ୍ଧି ଘଟିବା ସହ ନୂଆ ରେକର୍ଡ ସୃଷ୍ଟି କରିଛି। ତେବେ ଏହାରି ମଧ୍ୟରେ ସୁନା ଦର କମିବ ବୋଲି ଆଶା କରାଯାଉନି। ତେବେ ସୁନା ମୂଲ୍ୟ ଚଳିତବର୍ଷ ସୁନା ଦର ୩୩ ପ୍ରତିଶତ ହୋଇଛି।…