ଜନ୍ମଦିନରେ ମିଳିଲା ଟମାଟୋ ଗିଫ୍ଟ: ସଂପର୍କୀୟ ଏହି ମହିଳାଙ୍କୁ ବାର୍ଥ ଡେ’ରେ ଦେଲେ ୪ କିଲୋ ବିଲାତି

ନୂଆଦିଲ୍ଲୀ: ବର୍ଷା ହେବା ସହିତ ମୁଦ୍ରାସ୍ଫୀତି ସମଗ୍ର ଦେଶରେ ଶିଖରରେ ପହଞ୍ଚିଛି। କଞ୍ଚା ଲଙ୍କା, ପିଆଜ, ଆଳୁ, ଲାଉ ଏବଂ ଭେଣ୍ଡି ସହିତ ପ୍ରାୟ ସମସ୍ତ ପନିପରିବା ମହଙ୍ଗା ହୋଇଛି। କିନ୍ତୁ ଟମାଟୋର ମୂଲ୍ୟ ବୃଦ୍ଧି…

GST କାଉଂସିଲର ବଡ଼ ନିଷ୍ପତ୍ତି: ଅନଲାଇନ ଗେମିଂରେ ଲାଗୁ ହେଲା ୨୮% ଟ୍ୟାକ୍ସ, କ୍ୟାନ୍ସର ଔଷଧରୁ ହଟିଲା ଆମଦାନୀ ଶୁଳ୍କ

ନୂଆଦିଲ୍ଲୀ: ଆଜି GST କାଉଂସିଲର ୫୦ତମ ବୈଠକ ଅନୁଷ୍ଠିତ ହୋଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ବସିଥିବା ଏହି ବୈଠକରେ ବହୁ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରାଯାଇଛି ଏବଂ…

(Video) ଆଖି ପିଛୁଳାକେ ନଈବଢିରେ ଭୁଷୁଡ଼ି ଗଲା ଘର; ଭଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଉତ୍ତରାଖଣ୍ଡ ପାଇଁ ବର୍ଷା ଅଭିଶାପ ପରି ଆସେ, ଏହି ସମୟରେ ବର୍ଷା ଋତୁ ଶିଖରରେ ଅଛି। ପର୍ବତରେ ବର୍ଷା ହେତୁ ଛୋଟ ନଦୀର ଜଳ ସ୍ତର ମଧ୍ୟ ବହୁ ପରିମାଣରେ ବୃଦ୍ଧି…

ଏବେ ଭାରତରେ ଇଣ୍ଡିଆ କମ୍ପାନୀର ତିଆରି ହେବ ଆଇଫୋନ, ଚୀନକୁ ଟକ୍କର ଦେବା ଲାଗି ଟାଟା ନେଲା ପଦକ୍ଷେପ

ନୂଆଦିଲ୍ଲୀ: ଦେଶର ଟାଟା ଗ୍ରୁପ୍ ଭେଟେରାନ୍ ବ୍ୟବସାୟୀ ରତନ ଟାଟା ଖୁବ୍ ଶୀଘ୍ର ମୋବାଇଲ୍ ଫୋନ୍ ତିଆରି ବ୍ୟବସାୟରେ ପ୍ରବେଶ କରିବାକୁ ଯାଉଛନ୍ତି। ଟାଟା ଗ୍ରୁପ୍ ଖୁବ ଶୀଘ୍ର ଆଇଫୋନ୍ ଉତ୍ପାଦନ ଆରମ୍ଭ କରିପାରେ। କମ୍ପାନୀ…

୨.୫ ଟନ୍ ବୋଝେଇ ବିଲାତି ଟ୍ରକ ଲୁଟିନେଲେ ଦୁବୁର୍ତ୍ତ, ରୁଜୁ ହେଲା ମାମଲା

ବେଙ୍ଗାଲୁରୁ: ସମଗ୍ର ଦେଶରେ ବିଲାତି ହାର ବୃଦ୍ଧି ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଲୋକମାନେ ବର୍ତ୍ତମାନ ଟମାଟୋ ସଞ୍ଚୟ କରିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି, ତେଣୁ ଦୁର୍ବୁତ୍ତ ମଧ୍ୟ ଏହି…

‘ଦୁନିଆକୁ ଶାନ୍ତିର ବାର୍ତ୍ତା ପଠାଇ ପାରିବ ଭାରତ’, ଜାଣନ୍ତୁ ମୁସଲିମ ୱାର୍ଲଡ ଲୀଗର ମହାସଚିବଙ୍କ ବିବୃତ୍ତିରେ କ’ଣ କହିଲେ NSA ଡୋଭାଲ?

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ମୁସଲିମ୍ ୱାର୍ଲ୍ଡ ଲିଗ୍ ସେକ୍ରେଟେରୀ ଜେନେରାଲ୍ ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ-ଇସା, ମଧ୍ୟମ ଇସଲାମର ଜଣାଶୁଣା ବିଶେଷଜ୍ଞ ମଙ୍ଗଳବାର ଦିନ ଅନ୍ୟ…

ସ୍କୁଲର ପ୍ରାର୍ଥନା ସଭାରେ ୧୦ମ ଛାତ୍ରକୁ ଆସିଲା ହାର୍ଟଆଟାକ, ଚେତାଶୂନ୍ୟ ହେବାର କିଛି କ୍ଷଣିରେ ମୃତ୍ୟୁ

ଭୋପାଲ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଏକ ବିଦ୍ୟାଳୟରେ ଏପରି ଘଟଣା ଘଟିଛି ଯେଉଁଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । ସେଠାରେ ଥିବା ମହର୍ଷି ବିଦ୍ୟା ମନ୍ଦିର ସ୍କୁଲର ପ୍ରର୍ଥାନା ସଭାରେ ଜଣେ ଛାତ୍ର ଚେତାଶୂନ୍ୟ…

ସ୍ତ୍ରୀ କେବଳ ସ୍ୱାମୀଙ୍କ ସାହାଯ୍ୟକାରୀ ନୁହେଁ, ତାଙ୍କର ନିଜ ସ୍ୱପ୍ନ ପୂରଣ କରିବାର ସମାନ ଅଧିକାର ଅଛି: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ସ୍ୱାମୀ ଓ ସ୍ତ୍ରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅଦାଲତ କହିବା ଅନୁଯାୟୀ, ଜଣେ ସ୍ତ୍ରୀ କେବଳ ନିଜ ସ୍ୱାମୀର ସାହାଯ୍ୟକାରୀ ନୁହେଁ । ସେ ନିଜ ସ୍ୱପ୍ନ ପୂରଣ କରିବା,…

ପୁଅମାନେ ଚନ୍ଦା ହେଉଛନ୍ତି, ଝିଅମାନେ କାହିଁକି ନୁହେଁ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆପଣ ଦେଖିଥିବେ କି ପୁରୁଷମାନଙ୍କର କେଶ ଝଡି ଚନ୍ଦା ହୋଇଯିବା, ହେଲେ ଆପଣ କେବେ ଏକ ଚନ୍ଦା ହୋଇଯିବା ମହିଳାଙ୍କୁ ଦେଖିଛନ୍ତି କି? ସମ୍ଭବତଃ ନୁହେଁ, କାରଣ ପୁରୁଷମାନଙ୍କ ଠାରେ ଚନ୍ଦାପଣ ଅଧିକ ଦେଖାଯାଏ।…

ଆଉ ନାହାନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ, ଝୁରୁଛି ଯଲିଉଡ଼

କଟକ: ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ତଥା ଯାତ୍ରା ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳଙ୍କ ପରଲୋକ ଘଟିଛି। ଏକ ବାଇକ ଦୁର୍ଘଟଣାର ଶିକାର ହୋଇ ସେ ଗତକାଲି କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।…