ଦେଶର ପ୍ରଥମ ମହିଳା IAS ଅଫିସର ନିଯୁକ୍ତି ପତ୍ରରେ ଲେଖିଥିଲେ ଏହି ଖାସ କଥା, ଜାଣନ୍ତୁ ତାଙ୍କ ଜୀବନର ପୂରା କାହାଣୀ
ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ ସିଭିଲ ସେବା ପରୀକ୍ଷା ୨୦୨୨ର ଫାଇନାଲ ରେଜଲ୍ଟ ଘୋଷଣା କରିଥିଲା । ଦେଶର ସବୁଠାରୁ କଠିନ ଏବଂ ବଡ ପରୀକ୍ଷାରେ ପ୍ରଥମ ଚାରୋଟି ସ୍ଥାନରେ ମହିଳା ୪ର୍ଥ ସ୍ଥାନରେ ନିଜ ଯାଗା ସୃଷ୍ଟି…