ବିପଦରେ ଧାମରା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର, ଲୁଚିଛପି ପଶି ଆସୁଛନ୍ତି ବାଂଲାଦେଶୀ
ଭଦ୍ରକ: ଧାମରାରେ ଥିବା ଅବଦୁଲ କାଲାମ ପରୀକ୍ଷଣ କେନ୍ଦ୍ର କେତେ ସୁରକ୍ଷିତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଲେଶ୍ୱର ଆଇଟିଆର ପରେ ଏବେ ଭଦ୍ରକ ଜିଲ୍ଲା ଦେଶର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ସ୍ଥାନୀୟ ଠିକା…