ରାହୁଲ ଗାନ୍ଧୀ ୧୧୩ ଥର ଭାଙ୍ଗି ସାରିଲେଣି ସିକ୍ୟୁରିଟି ପ୍ରୋଟୋକୋଲ.. ସୁରକ୍ଷା ଅଭାବରୁ କଂଗ୍ରେସ ଅଭିଯୋଗ ଉପରେ CRPFର ମତ
ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସୁରକ୍ଷା ସମ୍ପର୍କରେ କଂଗ୍ରେସର ଅଭିଯୋଗର ଉତ୍ତରରେ CRPF କହିଛି ଯେ, ସେ ୨୦୨୦ ପରଠାରୁ ପ୍ରାୟ ୧୧୩ ଥର ସୁରକ୍ଷା ପ୍ରୋଟୋକଲ ଭାଙ୍ଗିଛନ୍ତି । କେନ୍ଦ୍ରୀୟ…