ହ୍ୱାଟ୍ସଆପ ବନ୍ଦ କଲା ୪୭ ଲକ୍ଷ ଭାରତୀୟ ଆକାଉଣ୍ଟ, ଏଥିରେ ଆପଣ ନାହାନ୍ତି ତ?
ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ହ୍ୱାଟ୍ସଆପ ୪୭ ଲକ୍ଷ ଭାରତୀୟ ଆକାଉଣ୍ଟକୁ ବନ୍ଦ କରିଦେଇଛି । କମ୍ପାନୀ ୟୁଜର ସିକ୍ୟୁରିଟି ରିପୋର୍ଟରେ ଦିଆଯାଇଥିବା ଯାହା ପ୍ରତ୍ୟେକ ମାସରେ ଜାରି କରାଯାଇଥାଏ । ଏହି ରିପୋର୍ଟ…