ଏକ୍ସଟ୍ରା ମ୍ୟାରିଟାଲ ଅଫେୟର ପାଇଁ ଘରେ ଲାଗିଲା ଝଗଡା, ସ୍ତ୍ରୀକୁ କୂରାଢୀରେ ହାଣି ମାରିଦେଲା ସ୍ୱାମୀ
ନୂଆଦିଲ୍ଲୀ: ଦିଲ୍ଲୀର ନେବ ସରାୟ ଅଞ୍ଚଳରେ ଜଣେ ବ୍ୟକ୍ତି କୂରାଢୀରେ ନିଜ ସ୍ତ୍ରୀକୁ ହତ୍ୟା କରିବା କଥା ସାମ୍ନାକୁ ଆସିଛି । ହତ୍ୟା କରିବା ପଛରେ ଏକ୍ସଟ୍ରା ମ୍ୟାରିଟାଲ ଅଫେୟର ଥିବା କଥା ଜଣାପଡିଛି । ହତ୍ୟାକାରୀ ବିଜୟ…