ଫାସି ଲଗାଇ ଆତ୍ମହତ୍ୟା କଲେ ଡେପୁଟି ସିଏମଓ ସୁନୀଲ ସିଂହ, ଘରୋଇ କଳହକୁ ନେଇ ଥିଲେ ଚିନ୍ତାଗ୍ରସ୍ତ
ନୂଆଦିଲ୍ଲୀ: ସିଏମଓ କାର୍ଯ୍ୟାଳୟରେ ନିୟୋଜିତ ଥିବା ଡେପୁଟି ସୀଏମଓ ସୁନୀଲ ସିଂହ ଫାସି ଲଗାଇ ଆତ୍ମହତ୍ୟା କରିଥିବା କଥା ସାମ୍ନାକୁ ଆସିଛି । ବିଠଲ ହୋଟେଲରେ ତାଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି ।…