୧୫ ମିନିଟରେ ରୋଜଗାର ହେଲା ୪୦୦ କୋଟି, ଟାଟା ଗ୍ରୁପର ଏହି ଦୁଇଟି ଷ୍ଟକରେ ହେଲା ଲାଭ
ନୂଆଦିଲ୍ଲୀ: ଟାଟାଗ୍ରୁପର ଦୁଇ କମ୍ପାନୀ ଟାଟା ମୋଟର୍ସ ଏବଂ ଟାଇଟନର ସେୟାର ସୋମବାର ଦିନ ଖୁବ ଜୋରରେ ବଢିବାର ଦେଖାଦେଇଛି । ତେବେ ଆଜି ମଧ୍ୟ ଦୁଇ ଜଣଙ୍କ ଷ୍ଟକ୍ ସବୁଜ ଚିହ୍ନରେ ଓପନ ହୋଇଛି । କିଛିଦିନ ହେବ ଏହି ଦୁଇଟି…