ଇଂରାଜୀ ଭାଷା ବ୍ୟବହାର କରିବ ନାହିଁ ଏହି ଦେଶ, ନିୟମ ଉଲଂଘନ କଲେ ଏକ ଲକ୍ଷ ଟଙ୍କା ଜରିମାନା
ରୋମ: ଇଟାଲୀ ସରକାର ନିଜ ଦେଶରେ ଇଂରାଜୀ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି । ସିଏନଏନ ଅନୁଯାୟୀ, ସରକାରୀ ଯୋଗାଯୋଗ କରିବା ପାଇଁ ଇଟାଲୀରେ ନାଗରିକଙ୍କ ଦ୍ୱାରା ଇଂରାଜୀ ବା ଅନ୍ୟ କୌଣସି ବିଦେଶୀ…