ଖାଁ ଖାଁ ଶିମିଳିପାଳ: ଜିନ୍ନତ ପରେ ଯମୁନା ଛାଡ଼ିଲା ଅଭୟାରଣ୍ୟ, ଦୁହେଁ ଖୋଜୁଛନ୍ତି ନୂଆ ଠିକଣା!
ଶିମିଳିପାଳ: ଶିମିଳିପାଳ ଏବେ ଖାଁ ଖାଁ ଲାଗୁଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପକ୍ଷରୁ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଥିଲା, ତାହା ଫେଲ୍ ମାରିଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି ।…