Breaking: ଅଚ୍ୟୁତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ, ଏକର ଏକର ଜଙ୍ଗଲ ଜମିକୁ ହରିଲୁଟ୍ କରିଛନ୍ତି
ଭୁବନେଶ୍ୱର: କିଟ୍ କେଳେଙ୍କାରୀ ନେଇ ବର୍ଷିଲା ଓଡ଼ିଶା ସୂଚନା ଅଧିକାର ଅଭିଯାନ । କାହିଁକି କିଟ୍ ସୂଚନା ଅଧିକାର ଆଇନ ପରିସର ହୋଇନି ପ୍ରଶ୍ନ କଲା ।
ଅଶୋକ ପରିଜା ଆଡଭୋକେଟ ଜେନେରାଲ ଥିବାବେଳେ ପିଟିସନ୍ ହେଲା ।…