ହୋଇଯାନ୍ତୁ ସାବଧାନ… ଭୁବନେଶ୍ୱରରେ କୋଲ୍ଡଡ୍ରିଙ୍କ ବୋତଲରେ ଦେଶୀ ମଦ: ନୂଆ ଫର୍ମୁଲାରେ ଚାଲିଛି କାରବାର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନୂଆ ଉପାୟରେ ଚୋରା ମଦ କାରବାର । କୋଲ୍ଡଡ୍ରିଙ୍କ ବୋତଲରେ ଦେଶୀ ମଦ ଚାଲାଣ ।
ଦେଶୀ ମଦ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ପୋଲିସ । ଅଭିନବ ଉପାୟରେ ଦେଶୀ ମଦ ଚାଲାଣ କରୁଛନ୍ତି…