Breaking News Breaking: ସକାଳୁ ସକାଳୁ କୋଣାର୍କରେ ଲାଗିଲା ନିଆଁ, ଜଳିଗଲା ୧୩ ଦୋକାନ Jyotirmayee Feb 3, 2025 କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ୧୩ଟି ଦୋକାନ ଜଳି ପାଉଁଶ । ହସ୍ତଶିଳ୍ପ ବିକ୍ରି କରୁଥିବା ଉଠା ଦୋକାନରେ ନିଆଁ ଲାଗିଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବାବେଲେ ନିଆଁ ଲିଭା…
ଦେଶ ବାପାଙ୍କ ସ୍ୱପ୍ନ ଝିଅ କଲେ ପୂରା… KBC ଖେଳି ମୟୁରଭଞ୍ଜ ଝିଅ ଜିତିରେ ୧୨ ଲକ୍ଷ ୫୦ ହଜାର ଟଙ୍କା Jyotirmayee Feb 2, 2025 ରାଇରଙ୍ଗପୁର: ଭାରତର ବହୁ ପ୍ରଶଂସିତ କୁଇଜ୍ ଶୋ’ କନ୍ ବନେଗା କରୋଡପତିରେ କମାଲ କରିଛନ୍ତି ଓଡ଼ିଆ ଝିଅ କରିସ୍ମା । ବଲିଉଡ୍ ଲିଜେଣ୍ଡ ଅମିତାଭଙ୍କ ସାମ୍ନାରେ ହଟ୍ ସିଟରେ ବସିବାର ସୁଯୋଗ ପାଇଛନ୍ତି ସେ । ଖେଳରେ…
Featured ଖଣ୍ଡଗିରି ମେଳାକୁ ଆଉ ମାତ୍ର ଗୋଟିଏ ଦିନ ବାକି, ଏଥରକ କମ୍ ସଂଖ୍ୟକ ସାଧୁ କରିବେ ଆଗମନ Jyotirmayee Feb 2, 2025 ଭୁବନେଶ୍ୱର: ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ଯାହାପାଇଁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ହୋମଯଜ୍ଞରେ ପ୍ରକମ୍ପିତ ହେବ ଖଣ୍ଡଗିରି । ଏବେ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଚାଲିଛି କୁମ୍ଭମେଳା ।…
ଦେଶ ପାକିସ୍ତାନରେ ହିନ୍ଦୁମାନେ କଲେ କୁମ୍ଭମେଳା, କହିଲେ ପ୍ରୟାଗରାଜ ପାଇଁ ଭିସା ସାଜିଛି ବାଧକ Jyotirmayee Feb 2, 2025 କରାଚୀ: କୁମ୍ଭମେଳା ପାଇଁ ସାରା ଦେଶ ହୋଇଛି ଉତ୍ସବ ମୁଖର । ପାକିସ୍ତାନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରହିମୟାର ଖାନ ଜିଲ୍ଲାରେ ପାଳନ ହୋଇଛି କୁମ୍ଭମେଳା । ଗ୍ରାମର କିଛି ଜଣ ଲୋକ ଏକତ୍ରୀତ ହୋଇ ପାଳନ…
ରାଜ୍ୟ ୮୬୫ ଖଣ୍ତ କାଠରେ ତିଆରି ହେବ ୩ ରଥ, ଏବେ ସୁଦ୍ଧା ପୁରୀ ପହଂଚିଛି ୧୦୧ କାଠ (video) Jyotirmayee Feb 2, 2025 ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଜି ରଥକାଠ ଅନୁକୂଳ । ପବିତ୍ର ଶ୍ରୀପଞ୍ଚମୀ ଅବସରରରେ ରଥଯାତ୍ରା ପାଇଁ ରଥକାଠର ହେବ ଅନୁକୂଳ । ପରମ୍ପରା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୩ଟି ଧଉରା କାଠ…
Top Stories ଭାଉଜ ପ୍ରେମ ମିଠା! ଭାଉଜ ପ୍ରେମରେ ଉଡ଼ୁଥିଲା ଦିଅର, ବ୍ଲାକମେଲର ଶିକାର ହେଲା ପରେ ଭାଉଜ ହତ୍ୟା ପାଇଁ ଆଣିଲା ବ୍ୟାଙ୍କ ଲୋନ୍ Jyotirmayee Feb 2, 2025 ମୁଜାଫରନଗର: ଉତ୍ତର ପ୍ରଦେଶ ମୁଜାଫରନଗରରେ ମହିଳାଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଶକୁ ଧରିଛି ପୋଲିସ । ଖବର ମୁତାବକ ମହିଳା ଜଣକ ଆଶିଶଙ୍କୁ ବାହାହେବା ଲାଗି ସେ ଚାପ ପକାଉଥିଲେ । ଘରୁ…
Top Stories ଭୋ ଭୋ… ହୋଇ କାନ୍ଦିଲେ MP, ଲୋକ ସଭାରେ ନ୍ୟାୟ ଦାବି କରିବେ କହିଲେ ଅୱଧେଶ ପ୍ରସାଦ Video ଉପରେ ପକାନ୍ତୁ ନଜର Jyotirmayee Feb 2, 2025 ଅଯୋଧ୍ୟା: ୨୨ ବର୍ଷୀୟା ଦଳିତ ମହିଳାଙ୍କ ହତ୍ୟା ଘଟଣା ପାଇଁ କାନ୍ଦିଲେ ଅଯୋଧ୍ୟା ଏମପି । କେନାଲ କିନଟରୁ ଦଳିତ ମହିଳାଙ୍କ ଉଲଗ୍ନ ମୃତଦେହ ମିଳିବା ଘଟଣାକୁ ନେଇ ଭାବୁକ ହୋଇପଡ଼ିଲେ ସାଂସଦ ଅୱଧେଶ ପ୍ରସାଦ । ମୃତ ଦଳିତ…
ଅପରାଧ ସମ୍ପତ୍ତିରେ ଭାଗ ବସାରଲା ଲୋଭି ପ୍ରେମିକା, ପ୍ରେମିକା ଉପରେ ରାଗିଯାଇ ଗାଡ଼ି ଚଢ଼ାଇଦେଲା କାମାନ୍ଧ ପ୍ରେମିକ Jyotirmayee Feb 1, 2025 ନୂଆଦିଲ୍ଲୀ: ନୋଏଡାସ୍ଥିତ ନଲେଜ ପାର୍କ ଥାନା ପୋଲିସ ଜାନୁଆରୀ ୧୬ ତାରିଖରେ ସଡ଼କ ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ଖବର ପାଇଥିଲା । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଦେଖିଲା ତ ରକ୍ତାକ୍ତ ଅବସ୍ଥାରେ ଜଣେ ଯୁବତୀଙ୍କ ମର ଶରୀର…
Budget 2025 ପୁଣି ଓଡ଼ିଶାକୁ ଅଣଦେଖା କଲା କେନ୍ଦ୍ର, ଦରଦାମ୍ ନିୟନ୍ତ୍ରଣ ବାହାରେ ଥିବା କହିଲେ ନବୀନ Jyotirmayee Feb 1, 2025 ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ଉପସ୍ଥାପିତ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ଦେଶର…
ଦେଶ କୁମ୍ଭମେଳାରେ ଚିକେନ୍ ଝୋଳ ଦେଖି ତାଣ୍ଡବ କଲେ ବାବା, ଜରି ପାଲ ଉପାଡ଼ି ଫିଙ୍ଗିଦେଲେ, ଦେଖନ୍ତୁ Video Jyotirmayee Feb 1, 2025 ପ୍ରୟାଗରାଜ: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଚାଲିଛି କୁମ୍ଭମେଳା । ଯାହାକୁ ନେଇ ପ୍ରତ୍ୟେକ ଦେଶବାସୀଙ୍କ ମନରେ ଆଗ୍ରହ । ହଜାର ହଜାର ସାଧୁ, ନାଗାବାବା, ମାତାଜୀ କୁମ୍ଭମେଳାରେ ରହି ସାଧନା, ତପସ୍ୟା କରୁଥିବାବେଳେ…