ଡାକ୍ତରଙ୍କ ପାଇଁ କାନ୍ଦୁଛନ୍ତି ଲୋକେ, ଡାକ୍ତର ରାଓଙ୍କୁ ଦେଖିବା ଲାଗି ରୁଣ୍ଡ ହେଲେ ଶହ ଶହ ଲୋକ Video
ରାୟଗଡ଼ା: ଆଉ ନାହାନ୍ତି ଗରିବଙ୍କ ବନ୍ଧୁ । ବାହୁନି କାନ୍ଦୁଚି ଡାକ୍ତରଖାନା ଆଉ ଝୁରୁଛନ୍ତି ରୋଗୀ । ରାୟଗଡ଼ା ଜିଲ୍ଲାର ଜଣାଶୁଣା ଡ଼ାକ୍ତର ୱାଇ. ଆର ରାଓ (୭୨)ଙ୍କ ମୃତ୍ୟୁ ଘଟିଛି । ସ୍କୁଟିରୁ ପଡି ଆଜି ମଧ୍ୟାହ୍ନରେ…