ଏବେ କେଉଁଠି ଶେଖ୍ ହାସିନା ? ଇସ୍ତଫା ଦେଲାପରେ କେମିତି ହେଲେ ପ୍ରଧାନମନ୍ତ୍ରୀ
ଢ଼ାକା: ପୁଣିଥରେ ବାଂଲାଦେଶର ସବୁଠାରୁ ବଡ଼ ରାଜନୈତିକ ଦଳ ଆବାମି ଲିଗର ନେତା ଶେଖ୍ ହସିନାଙ୍କୁ ନେଇ ବଢ଼ିଛି ଚର୍ଚ୍ଚା । ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଚିଠି ଲେଖି ଶୁଭେଚ୍ଛା…