ଦେଖନ୍ତୁ ଷଣ୍ଢର ଦାଦାଗିରି (Video)… ବୃଦ୍ଧଙ୍କୁ ୭ ଫୁଟ ଉଚ୍ଚକୁ ଫିଙ୍ଗି କଚାଡ଼ିଦେଲା, ମାଟିକାମୁଡ଼ି ପଡ଼ିଲେ ବୟସ୍କ

ଗାନ୍ଧୀନଗର: ସୋସିଆଲ ମିଡିଆରେ ନାନା ରକମର ଭିଡିଓ ସବୁ ଭାଇରାଲ ହେଉଛି । ଯେଉଁଥିରେ ଗୁଡ଼ାଏ ରୋଚକ ଘଟଣାବଳୀ ସାମ୍ନାକୁ ଆସୁଥିବାବେଳେ ଆଉ କିଛି ଘଟଣା ଆମ ମନକୁ ଆନ୍ଦୋଳିତ କରିଦେଇଥାଏ । ଏମିତି ଏକ ଭିଡିଓ ଏବେ…

ଗୃହରେ କିଟ ତାତି: କିଟ୍ ମାଲିକ କେଉଁ ଦଳର, ତାଙ୍କୁ କିଏ କୋଳରେ ବସାଇଛି… ଛାତ୍ରୀ ମୃତ୍ୟୁକୁ ନେଇ KIIT ଦୁଃଖିତ

ଭୁବନେଶ୍ୱର: କିଟରେ ଛାତ୍ରୀ ମୃତ୍ୟୁ ମାମଲା, ଦୁଃଖ ପ୍ରକାଶ କରି ସଫେଇ ଦେଲା କିଟ୍ । ତଦନ୍ତ ପରେ ୨ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି । ହଷ୍ଟେଲ ହାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ…

KIIT ପିଲାଙ୍କୁ ଡାକିଆଣି ଦୁର୍ବ୍ୟବହାର କରୁଛି, ଓଡ଼ିଶା ସରକାର ଉପରେ ଭରସା ଅଛି, ନ୍ୟାୟ ମିଳିବ…

ଭୁବନେଶ୍ୱର: ପିଲାଙ୍କୁ ଡାକି ଆଣି କଲେଜ ଦୁର୍ବ୍ୟବହାର କରୁଛି ବୋଲି କହିଲେ ମୃତା କିଟ୍ ଛାତ୍ରୀ ପ୍ରକୃତିଙ୍କ ବାପା ସୁନୀଲ ଲାମସାଲ୍ । ନେପାଳୀ ପିଲାଙ୍କୁ ଡାକିଆଣି ଦୁର୍ବ୍ୟବହାର କରାଯାଉଛି । କିଟ୍ ପକ୍ଷରୁ ଅନେକ…

Big Breaking: ଆମେ କିଛି କରିନୁ… ଆମକୁ ଶସ୍ତା ଭାବିଛନ୍ତି, ବିନା ଲେଡି ପୋଲିସରେ ଘରେ ଜବରଦସ୍ତି ପହଞ୍ଚିଛନ୍ତି

ଭୁବନେଶ୍ୱର: ଆଇଏଏସ ବିଷ୍ଣୁପଦଙ୍କ ଘରେ ସିବିଆଇ ଚଢ଼ଉ ।  ସିବିଆଇ ରେଡ୍ ନେଇ  ମିଡିଆ ଆଗରେ ମୁହଁ ଖୋଲିଲେ ବିଷ୍ଣୁପଦ । ମୋ ନାଁରେ କୌଣସି ଏଫଆଇଆର୍ ନାହିଁ । ମୁଁ ୩୦ ବର୍ଷ ଧରି ସ୍ୱଚ୍ଛଳ ଭାବେ କାମ କରୁଛି…

Breaking: ଆସନ୍ତା ବର୍ଷରୁ ଆରମ୍ଭ ହେବ ‘ବାଲ୍ ବାଟିକା’ ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଆସନ୍ତା ବର୍ଷରୁ ବାଲ୍ ବାଟିକା କାର୍ଯ୍ୟକାରୀ ହେବ । ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ ହେବ ବାଲ୍ ବାଟିକା । ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା । ଏ ନେଇ ବିଭାଗ ପକ୍ଷରୁ…

ଝିଅ ବାହାଘର କରିବେ ସରକାର, ଲାଗୁହବ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’

ଭୁବନେଶ୍ୱର: ନାରୀ ସଶକ୍ତିକରଣ କରିବେ ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି ଚଳିତ ବଜେଟରେ ନାରୀଙ୍କୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସରକାର ଖୋଲି ଦେଇଛନ୍ତି ପାଣ୍ଠି । ରାଜ୍ୟ ମହିଳାଙ୍କୁ ସଶକ୍ତିକରଣକୁ…

ଏହି ଦିନ ଲାଗିବ ୨୦୨୫ର ପ୍ରଥମ ସୂର୍ଯ୍ୟ ଗ୍ରହଣ, ଘଟିବାକୁ ଯାଉଛି ବଡ଼ ପରିବର୍ତ୍ତନ

ଓଡ଼ିଶା ଭାସ୍କର: ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଖୁବ୍ ଶୀଘ୍ର ଲାଗିବାକୁ ଯାଉଛି । ଧାର୍ମିକ ଦୃଷ୍ଟିରୁ ସୂର୍ଯ୍ୟ ଗ୍ରହଣର ବହୁତ ମହତ୍ୱ ରହିଛି । ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଆସନ୍ତା ମାର୍ଚ୍ଚ ମାସରେ…

ଏମ୍ସରେ ହେବ ପ୍ରକୃତିଙ୍କ ପୋଷ୍ଟମର୍ଟମ୍, ପ୍ରେମିକ ଅଦ୍ଭିକ ଫେରାର୍ ହେବାକୁ ଚଳାଇଥିଲା ଉଦ୍ୟମ

ଭୁବନେଶ୍ୱର: କିଟ୍ରେ ଆତ୍ମହତ୍ୟା କରିଥିବା ନେପାଳାୀ ଛାତ୍ରୀ ପ୍ରକୃତି ଲମସାଲଙ୍କ ଶବ ବ୍ୟବଚ୍ଛେଦ ଆଜି କରାଯିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ମୃତା ଛାତ୍ରୀଙ୍କ ଘର ଲୋକ ଆସିବା ପରେ ବ୍ୟବଚ୍ଛେଦ କରାଯିବ ।…

Breaking: କାନାଡାରେ ବଡ଼ ଧରଣର ବିମାନ ଦୁର୍ଘଟଣା, ୧୮ ଯାତ୍ରୀ ଆହତ

ଟରୋଣ୍ଟୋ: କାନାଡ଼ାରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ରନୱେରେ ବିମାନ ଓଲଟିବା ଯୋଗୁ ୧୮ ଜଣଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ଆହତମାନଙ୍କୁ ଡାକ୍ତରଖାନାରେ…

Breaking: ୧୯ରୁ ନୂଆ ସିଇସି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜ୍ଞାନେଶ କୁମାର, ଆଜି ରାଜୀବ କୁମାର ନେବେ ଅବସର

ନୂଆଦିଲ୍ଲୀ: ୧୯୮୮ ବ୍ୟାଚ୍ କେରଳ କ୍ୟାଡର ଆଇଏଏସ୍ ଅଫିସର ଜ୍ଞାନେଶ କୁମାର ଦେଶର ୨୬ତମ ସିଇସି (ମୁଖ୍ୟ ନିର୍ବାଚନ କମିଶନ ବା ଚିଫ୍ ଇଲେକ୍ସନ କମିଶନ) ଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ…