Breaking: ଆଖିବୁଜିଲା ଜଗା, ବାର୍ଦ୍ଧକ୍ୟଜନିତ ରୋଗରେ ଥିଲା ପୀଡ଼ିତ

ବାରଙ୍ଗ: ନନ୍ଦନକାନନରେ ବବୁନ ମାଙ୍କଡ଼ ଜଗାର ମୃତ୍ୟୁ । ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚାଲିଥିଲା ଚିକିତ୍ସା । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା ଜଗା । ଜଗା ବିଷୟରେ ବେଶୀ ସୂଚନା ନ ଥିଲେ ମଧ୍ୟ ନନ୍ଦନକାନନ…

Breaking: BSKY କାର୍ଡରେ ରୋଗୀ ଚାଲାଣ, ମହିଳା ଦଲାଲ ଓ ଡ୍ରାଇଭର ଗିରଫ

ବଲାଙ୍ଗିର: ବିଏସକେୱାଇ (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ) କାର୍ଡ କେଳେଙ୍କାରୀରେ ଗିରଫ ହେଲେ ୨ ଜଣ । ଅଭିଯୁକ୍ତ ମହିଳା ଦଲାଲ ରଶ୍ମିତା ବାରିକ ଗିରଫ । ରଶ୍ମିତାଙ୍କ ଡ୍ରାଇଭର କରନ ଦାସଙ୍କୁ ମଧ୍ୟ ବାନ୍ଧିଛି…

ଅନ୍ୟ ମହିଳାଙ୍କ ସହ ସ୍ୱାମୀର ଖରାପ ସମ୍ପର୍କ ଥିବା ଜାଣିଦେଲା ସ୍ତ୍ରୀ’… କୁମ୍ଭମେଳା ଡାକିଆଣି ସ୍ତ୍ରୀ’ ତଣ୍ଟି କାଟିଦେଲା ସ୍ୱାମୀ

ପ୍ରୟାଗରାଜ: ଦିଲ୍ଲୀର ଦମ୍ପତି ପ୍ରୟାଗରାଜ ଆସିଥିଲେ କୁମ୍ଭମେଳା ଦେଖିବା ପାଇଁ । କିନ୍ତୁ ସ୍ତ୍ରୀ ଜାଣି ନ ଥିଲା କୁମ୍ଭମେଳାରେ ପୁଣ୍ୟ କଲା ପରେ ସେ ସବୁଦିନ ପାଇଁ ଆଖିବୁଜିଦେବ । ୪୮ ବର୍ଷୀୟ ଅଶୋକ କୁମାର ଦିଲ୍ଲୀର…

ଭାଇରାଲ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସଙ୍ଗମ ସ୍ନାନର (Video) ଉଦବେଗ ପ୍ରକାଶ କଲେ ସୋସିଆଲ ମିଡିଆ ୟୁଜର୍ସ

ପ୍ରୟାଗରାଜ: ପ୍ରୟାଗରାଜରେ ଆଜି ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ, ପତ୍ନୀ ଓ ପୁଅ ସହ ସଙ୍ଗମରେ ସ୍ନାନ କରୁଥିବାର ଦେଖିବାକୁ ମିଳିଛି । ସବୁବେଳେ ଚର୍ଚ୍ଚାରେ: ମୁଖ୍ୟମନ୍ତ୍ରୀ ବୁଡ଼…

ପିକଅପ୍ ଭ୍ୟାନରେ ପ୍ରେମିକାକୁ Gang Rape କଲା ପ୍ରେମିକ, ନେଲା ସମ୍ପର୍କ ତୁଟାଇବାର ପ୍ରତିଶୋଧ

ପୁଣେ: ମହାରାଷ୍ଟ୍ର ଭିମ୍ବଡ଼ିରେ ଜଣେ ଯୁବତୀଙ୍କୁ ବଳାକ୍ରାର କରେଇଛି ତା’ ପୂର୍ବତନ ପ୍ରେମିକ । ପାଖାପାଖି ୬ ଜଣ ଏ କାଣ୍ଡରେ ଲିପ୍ତ ଥିବା କହିଛି ପୋଲିସ । ପୀଡ଼ିତାଙ୍କ ପୂର୍ବତନ ପ୍ରେମିକ ଅନ୍ୟ ୫ ଜଣ ସାଙ୍ଗଙ୍କ ସହ ମିଶି…

Breaking: ଆଉ ଏମିତି ଭୁଲ୍ ହେବ ନାହିଁ, ଏଣିକି ମ୍ୟାଚରେ ଅଧିକ ସତର୍କ ରହିବୁ…

କଟକ: କଟକ ବାରବାଟୀ ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚବେଳେ ଲାଇଟ ଲିଭିବା ଘଟଣାରେ ଉତ୍ତର ରଖିଛି ଓସିଏ । ରାଜ୍ୟ ସରକାରଙ୍କ ନୋଟିସର ଉତ୍ତର ଦେଲା ଓସିଏ । ଏଣିକି ମ୍ୟାଚବେଳେ ଅଧିକ ସତର୍କ ହେବୁ ବୋଲି କହିଲା ଓସିଏ ।…

Breaking: ମହାକୁମ୍ଭକୁ ଥଟା କରୁଛନ୍ତି ନେତା… ‘ହିନ୍ଦୁ ଆସ୍ଥାକୁ କିଛି ଲୋକ ହୀନମନ୍ୟ ଭାବୁଛନ୍ତି’

ନୂଆଦିଲ୍ଲୀ: ବାଗେଶ୍ୱର ଧାମରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ନେଲେ ଭାଗ । କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମୋଦି କହିଲେ, ମହାକୁମ୍ଭ ମେଳା ଆମର ଏକ…

(Video) ବୁଡ଼ ପକାଇଲେ ତମନ୍ନା, କହିଲେ ପୁଣ୍ୟ କରି ଆତ୍ମସନ୍ତୋଷ ମିଳିଲା…

ପ୍ରୟାଗରାଜ: ବଲିଉଡର ମିଲ୍କ ବ୍ୟୁଟି ତମନ୍ନା ଭାଟିଆ ପ୍ରୟାଗରାଜ କୁମ୍ଭମେଳାରେ ପକାଇବେ ବୁଡ଼ । ଶନିବାର ପରିବାର ସହିତ ତମନ୍ନା ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି । କମଳା ରଙ୍ଗର ସାଲୱାର ପିନ୍ଧି ତମନ୍ନା…

Breaking: ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ କିଛି ଖାସ୍ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ, ଜାଣନ୍ତୁ ମୋଦିଙ୍କ ସେ ଖାସ୍ ପ୍ରୟାସ…

ନୂଆଦିଲ୍ଲୀ: ଭାରତକୁ ବିଜ୍ଞାନ ଓ ମହାକାଶ ଛଡ଼ା ଏଆଇରେ ମଧ୍ୟ ସଫଳତା ମିଳିଛି । ପ୍ୟାରିସରେ ଏଆଇକୁ ନେଇ ଭାରତକୁ ଆନେକ ପ୍ରଶଂସା ମିଳୁଛି । ଖାଦ୍ୟରେ ତେଲର ପରିମାଣ ୧୦% କମାଇବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ । ଫିଟ୍…

ଏମିତି ସାଙ୍ଗ କାହାକୁ ନ ମିଳୁ… ସାଙ୍ଗର ଭଉଣୀ ଉପରେ ରଖିଥିଲା ଖରାପ ନଜର, ଆଶା ପୂରା ହେଲାନି ବୋଲି…

ଭୋପାଳ: ମଧ୍ୟପ୍ରଦେଶ ଭୋପାଳ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି, ଯାହାଙ୍କ ନାମ ବିକାଶ ଜେସୱାଲ । ବିକାଶଙ୍କୁ ଗିରଫ କରିବାର କାରଣ ସେ ତାଙ୍କ ସାଙ୍ଗକୁ ହତ୍ୟା କରିଛି ।ବିକାଶଙ୍କୁ ପାଖାପାଖି ୨ ମାସ ପରେ ହାଇଦ୍ରାବାଦରୁ…