ଖାଉଟିଙ୍କ ପାଇଁ ଖୁସି ଖବର… ପଚିଯିବ ପଶ୍ଚିମବଙ୍ଗ ଆଳୁ , ରାଜ୍ୟରୁ ଦୂରହେବ ଆଳୁ ଟେନସନ୍
ଭୁବନେଶ୍ୱର: ଉତ୍ତର ପ୍ରଦେଶରୁ ୩୦୦ ଆଳୁ ଟ୍ରକ୍ ଓଡ଼ିଶା ଆସୁଛି । ବଜାରରେ ଆଳୁ ମହଜୁଦ ହେବାପରେ, ଦର ନିୟନ୍ତ୍ରଣକୁ ଆସିବ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗରେ ବର୍ତ୍ତମାନ ୭…