Big Breaking: ଯେ କୌଣସି ମୁହୂର୍ତ୍ତରେ ହୋଇପାରେ Attack, ୩ ସେନା ନିର୍ଦ୍ଧାରଣ କରିବେ ଆକ୍ରମଣ ସମୟ

ନୂଆଦିଲ୍ଲୀ: ସରିଲା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ହାଇ ଲେବୁଲ ବୈଠକ । ୧ ଘଣ୍ଟାରୁ ଅଧିକ ସମୟ ଧରି ୩ ସେନାର ମୁଖ୍ୟ ସମେତ ପ୍ରଧାନମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାମିଲ ଥିଲେ ।…

Pahalgam Attack Reels ଦେଖିଲେ ବୋଲି ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଫୋପାଡ଼ିବାକୁ ବାହାରିଲେ ମୁସଲମାନ ଯୁବକ

ଇନ୍ଦୋର: ରେଳବାଇ ପୋଲିସ ପକ୍ଷରୁ ସୋମବାର ଏକ ଏଫଆଇଆର୍ ଦାଏର କରାଯାଇଛି । ୨ ଜଣଲୋକ ୨୩ ବର୍ଷୀୟ ଯୁବକଙ୍କୁ ଟ୍ରେନ୍ ଭିତରେ ମାଡ଼ ମାରିବା ନେଇ ଅଭିଯୋଗରେ ଉଲ୍ଲେଖ କରାଯାଇଛି । ଯୁବକଜଣକ ଭୋପାଳ-ଇନ୍ଦୋର ପାସେଞ୍ଜର…

ଭାରତରେ କୁଲଫି ବିକୁଛନ୍ତି ପାକ୍ ପୂର୍ବତନ ସାଂସଦ, ପାକିସ୍ତାନରେ ହେଉଥିଲେ କଲବଲ

ହରିୟାଣା: ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ପ୍ରତିଶୋଧ ପାଇଁ ପ୍ରସ୍ତୁତ ହେଉଛି । ଏ ଭିତରେ ଭାରତରେ ଥିବା ପାକିସ୍ତାନୀ ତୁରନ୍ତ ଦେଶ ଛାଡ଼ିବା ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି…

Breaking: ସୁଧୁରୁନି ପାକିସ୍ତାନ; ସେନା ସୂଚନା ଚୋରି କରିବାକୁ କରୁଛି ଉଦ୍ୟମ

ନୂଆଦିଲ୍ଲୀ: ସେନା ୱେବସାଇଟକୁ ହ୍ୟାକ୍ ଉଦ୍ୟମ ବିଫଳ । ପାକିସ୍ତାନ ହ୍ୟାକରଙ୍କ ଦ୍ୱାରା ଏହି ହ୍ୟାକ୍ କରାଯାଇଥିବା ଜଣାପଡ଼ିଛି । ପାକିସ୍ତାନୀ ହ୍ୟାକର ଲାଗଥର ୪ ଥର ୱେବସାଇଟ୍ ହ୍ୟାକ କରିବା ନେଇ ଉଦ୍ୟମ କରିଥିବା…

Breaking: (Video) ଖାଇବାକୁ ଆସି ନିଜେ ଜଳିଗଲେ, ନିମିଷକେ ଜଳି ପାଉଁଶ ହୋଇଗଲା ୨୨ ଜୀବନ

ସାଂଘାଇ: ଚାଇନାରେ ଘଟିଯାଇଛି ବଡ଼ ଅଘଟଣ । ଚାଇନାର ଲିଆଓନିଙ୍ଗ ପ୍ରଭିନ୍ସର ଲିଆଓୟାଙ୍ଗ ସହରରେ ଘଟିଯାଇଛି ବଡ଼ ଦୁର୍ଘଟଣା । ଲିଆଓୟାଙ୍ଗ ସିଟିରେ ଥିବା ଏକ ରେଷ୍ଟୁରେଣ୍ଟରେ ନିଆଁ ଲାଗିବା କାରଣରୁ ୨୨ ଜଣ ଜୀଅନ୍ତା…

IND-PAK WAR: ବିଜୟ ପତକା ଉଡ଼ାଇବ ଭାରତ, ସମଗ୍ର ବିଶ୍ୱରେ ସୃଷ୍ଟି କରିବ ନୂଆ ପରିଚୟ

ଓଡ଼ିଶା ଭାସ୍କର: ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି । ଆତଙ୍କୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନ ଓ ଭରତ ମଧ୍ୟରେ ବଡ଼ ସଂଘର୍ଷ ହେବାକୁ ଯାଉଥିବାବେଳେ ଏହାକୁ…

ଆଜି ବି ସୁନା କିଣିଲେ ମିଳିବ ମା’ ଲକ୍ଷ୍ନୀଙ୍କ କୃପା, ଜାଣନ୍ତୁ କିଣାକିଣିର ଶୁଭ ସମୟ

ଓଡ଼ିଶା ଭାସ୍କର: କାଲି ଅକ୍ଷୟ ତୃତୀୟା । ଏହି ଦିନ ଯେଉଁ ଶୁଭକାମ ଆରମ୍ଭ କରାଯାଏ; ବର୍ଷ ତମାମ ଶୁଭ କାମ ଲାଗି ରୁହେ ବୋଲି ବିଶ୍ୱାସ ରହିଛି । ବିଶେଷ କରି ଏହି ଦିନରେ ଘରର ମହିଳାମାନେ ସୁନା କିଣିବାକୁ ପସନ୍ଦ କଣନ୍ତି ।…

Breaking: ନୂଆ ଭାରତ କାହାରିକୁ ଛାଡ଼ିବନି, ସଭ୍ୟ ସମାଜରେ ଆତଙ୍କବାଦର ସ୍ଥାନ ନାହିଁ: ଯୋଗୀ

ପ୍ରୟାଗରାଜ: ଜମ୍ମ-କଶ୍ମୀର ପହଲଗାମ ହମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆମକୁ ହଇରାଣ କଲେ ଛଡ଼ାଯିବନି ବୋଲି କହିଲେ ଯୋଗୀ । ଏହା ନୂଆ ଭାରତ; କାହାରିକୁ ଛାଡ଼ିବନି…

ପରିବାରକୁ ଛାଡ଼ି ଏକୁଟିଆ ପାକିସ୍ତାନ ଯିବେ ଶାରଦା! ପୋଲିସ ଜାରି କଲା ନିର୍ଦ୍ଦେଶନାମା

ବଲାଙ୍ଗିର: ବଲାଙ୍ଗିରରେ ରହୁଥିବା ଶାରଦା ବାଈଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ । ପାକିସ୍ତାନୀୁନାଗରିକ ଶାରଦା ବାଈଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଜାରି । ବଲାଙ୍ଗିର ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ…

ରାସନ କାର୍ଡ କଟିଥିଲେ ଆଉଥରେ କରନ୍ତୁ ଆବେଦନ, ସର୍ଭେ କରାଯାଇ ମିଳିବ କାର୍ଡ

ଭୁବନେଶ୍ୱର: ଇ-କେୱାଇସିରେ ଗରିବଙ୍କ ରାସନ କାର୍ଡ କଟିଯିବା ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ତ୍ରୀ । କହିଲେ ଏପରି ହୋଇଥିଲେ ଶୀଘ୍ର ଜଣାନ୍ତୁ । ଯେଉଁ ଗରିବଙ୍କର କାର୍ଡ କଟିଯାଇଛି ମୋତେ କୁହନ୍ତୁ ବୋଲି କହିଲେ…