ନଭେମ୍ବର ୨୬ରେ ଆଗତ ହେବ ଅତିରିକ୍ତ ବଜେଟ୍: ଆସନ୍ତାକାଲି ଠାରୁ ଆରମ୍ଭ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ଗତ ୨୩ରେ ମନ୍ତ୍ରୀ ପରିଷଦ ବୈଠକ ବସିଥିବା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା…

ଓଡ଼ିଶା ହାଇକୋର୍ଟ ତରଫରୁ ପ୍ରିଜାଇଡିଂ ଅଫିସର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ନିକଟରେ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଏବେ ପୁଣି ଆସିଛି ଏକ ବଡ଼ ସୁଯୋଗ । ପ୍ରିଜାଇଡିଂ ଅଫିସର ପଦରେ ପ୍ରାର୍ଥୀଙ୍କୁ ସ୍ପେଶାଲ ଟ୍ରିବ୍ୟୁନାଲ…

ଦେଶରେ ଆରମ୍ଭ ହେବ ‘ଜାତୀୟ ପ୍ରାକୃତିକ କୃଷି ମିଶନ’: ୨୪୮୧ କୋଟିର ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଉପହାର ଦେଇଛନ୍ତି । ଜାତୀୟ ପ୍ରାକୃତିକ କୃଷି ମିଶନଙ୍କୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିପାଇଁ କେନ୍ଦ୍ର ସରକାର ୨୪୮୧ କୋଟି ଟଙ୍କା ବ୍ୟୟ କରିବେ…

PAN 2.0 ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ: ନୂଆ ପ୍ୟାନ୍ କାର୍ଡରେ ରହିବ QR Code

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସ୍ଥାୟୀ ଖାତା ସଂଖ୍ୟା ବା ପ୍ୟାନକୁ ସମ୍ପୂର୍ଣ୍ଣ ଭାବେ ଉନ୍ନତ ଧରଣର କରିବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ୟାନ୍ କାର୍ଡର ସୁରକ୍ଷା ଓ ଏହା ସମ୍ବନ୍ଧିତ ସ୍ଥାୟୀ ସମାଧାନ ପାଇଁ…

ଖଲିକୋଟ ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଅଟୋକୁ କାର ଧକ୍କା ଦେବାରୁ ଦୁଇଜଣ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ଗଞ୍ଜାମ ଜିଲ୍ଲା ଖଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧା…

ଆଇପିଏଲ ମେଗା ଅକ୍ସନ ୨୦୨୫ Live: ଭୁବନେଶ୍ୱର କୁମାର ଓ ଦୀପକ ଚହରଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ମେଗା ଅକ୍ସନ ୨୦୨୫ର ପ୍ରଥମ ଦିନରେ ଋଷଭ ପନ୍ତ, ଶ୍ରେୟସ ଆୟର, କେଏଲ ରାହୁଲଙ୍କ ପରି ଖେଳାଳିମାନେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ପନ୍ତଙ୍କୁ ଲକ୍ଷ୍ନୌ ୨୭…

ଅଣ୍ଡର-୧୯ ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ଓଡ଼ିଶାକୁ ସ୍ୱର୍ଣ୍ଣ: କମାଲ କଲେ ଓଡ଼ିଆ ଝିଅ ବିଶାଖା ଟୋପ୍ପୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା କ୍ଷେତ୍ରରେ ପୁଣି ଥରେ ଏକ ବଡ଼ ସୁନାମ ଆଣିଛି ଓଡ଼ିଶା । ୪୭ତମ ଜାତୀୟ କନିଷ୍ଠ (ଅଣ୍ଡର-୧୯) ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାକୁ ମିଳିଛି ସ୍ୱର୍ଣ୍ଣ ପଦକ । ବାଳିକା ଏକକରେ…

WTC ଫାଇନାଲରୁ ଅଷ୍ଟ୍ରେଲିଆ ଆଉଟ୍! ପର୍ଥ ଟେଷ୍ଟରେ ବିଜୟ ପରେ ପଏଣ୍ଟ ଟେବୁଲ ଟପରେ ଭାରତ, କଙ୍ଗାରୁ ତଳକୁ ଖସିଲା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ୨୯୫ ରନରେ ପରାସ୍ତ କରିବା ପରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲରେ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି । ପର୍ଥ ଟେଷ୍ଟରେ ପରାଜୟ ପରେ ଟିମ୍…

OSSC ନିଯୁକ୍ତି: ଅବକାରୀ SI ଓ ଟ୍ରାଫିକ୍ SI ପଦ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନିଯୁକ୍ତି ପାଇବେ ଅବକାରୀ ସବ-ଇନ୍ସପେକ୍ଟର (ଏସଆଇ) ଓ ଟ୍ରାଫିକ ଏସଆଇ । ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ବିଭିନ୍ନ ବିଭାଗ ଅଧିନରେ ନିଯୁକ୍ତି ଦିଆଯିବ । ନିକଟରେ…

ଗିରଫ ହେଲେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୂର୍ବ OSD

ନୂଆଦିଲ୍ଲୀ: ରାଜସ୍ଥାନରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୂର୍ବ ଓଏସଡି ଲୋକେଶ ଶର୍ମା ଗିରଫ ହୋଇଛନ୍ତି । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଶ୍ରୀ ଶର୍ମାଙ୍କୁ ଗିରଫ କରିଥିବା ଜଣାପଡ଼ିଛି…