ଆପଣ Debit Cardରେ ପାଇପାରିବେ ୧୦ ଲକ୍ଷର ବେନିଫିଟ୍, ଅନଲାଇନ୍ ଶପିଂ ପ୍ରଡକ୍ଟ ଚୋରି ହେଲେ ବି ରିଟର୍ଣ୍ଣ ପାଇବେ

ନୂଆଦିଲ୍ଲୀ: ଆପଣ ବ୍ୟବହାର କରୁଥିବା ଡେବିଟ୍ କାର୍ଡରେ ମାଗଣାର ଇନସ୍ୟୁରାନ୍ସ ମିଳିଥାଏ । ବିଭିନ୍ନ ପ୍ରକାର କାର୍ଡ ଉପରେ ୧୦ ଲକ୍ଷ ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ଇନସ୍ୟୁରାନ୍ସ ମିଳୁଥିବା କିଛି ଲୋକ ଜାଣି ନଥାନ୍ତି । ଏହି…

ନ୍ୟୁଜିଲାଣ୍ଡକୁ ଚକମା ଦେବା ପଛରେ ଦ୍ରାବିଡ଼ଙ୍କ ରଣନୀତି: ୫ ୱିକେଟ ନେବା ପଛର କାହାଣୀ କହିଲେ ଅକ୍ଷର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିବସରେ ସ୍ପିନର ଅକ୍ଷର ପଟେଲଙ୍କ ଯାଦୁ କାମ କରିଛି । ଦ୍ୱିତୀୟ ଦିବସରେ ଦଳ କୌଣସି ୱିକେଟ ନ ହରାଇ ୧୨୯ ରନ ସଂଗ୍ରହ କରିଥିବା ଫଳରେ ତାହା ଭାରତର ଚିନ୍ତା ବଢ଼ାଇ…

ସରକାର ବଢ଼ାଇବାକୁ ଯାଉଛନ୍ତି GST: ଜାଣନ୍ତୁ କେଉଁ ସବୁ ସାମଗ୍ରୀ ହୋଇଯିବ ମହଙ୍ଗା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ପେଟ୍ରୋଲ, ଡିଜେଲ, ଖାଇବା ତେଲ, ରନ୍ଧନ ଗ୍ୟାସର ଦରବୃଦ୍ଧି ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ତେବେ ନିକଟରେ ତୈଳ ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ଏବେ ଗୁଡସ ଆଣ୍ଡ…

ଆସନ୍ତା ୩ ମାସ ମଧ୍ୟରେ କରୋନା ନେବ ୭ ଲକ୍ଷ ଜୀବନ: ଭାରତକୁ ଗତ ଏପ୍ରିଲ-ମେର ଅବସ୍ଥା ପୁଣି ଫେରିବ-ରିପୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରୁ ବିଦାୟ ନେବାର ନାଁ ଧରୁନାହିଁ । ତେବେ ମହାମାରୀ ଦୁର୍ବଳ ହୋଇ ଯାଇଛି, ଏହା ଭାବିବା ଜନତାଙ୍କ ପାଇଁ ବୋକାମି ଛଡ଼ା ଆଉ କିଛି ନୁହେଁ । ଇତିମଧ୍ୟରେ ବ୍ରିଟେନ, ଜର୍ମାନୀ,…

ସାଂସଦ ଅନୁଭବଙ୍କ ବାପାଙ୍କୁ ଝଟକା: ପଦୋନ୍ନତି ବାତିଲ୍ କଲେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ତଥା କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କୁ ମିଳିଛି ଝଟକା । ଉଚ୍ଚଶିକ୍ଷା ବିଭାଗ ତରଫରୁ ତାଙ୍କ ବାପା ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କ…

ପତିଙ୍କ ସହିତ ଝଗଡ଼ା ପରେ ୩୦୦ ଫୁଟ ଗଭୀର ଜଳପ୍ରପାତକୁ ଲମ୍ଫ ପ୍ରଦାନ କଲେ ମହିଳା, ତା’ପରେ

ନୂଆଦିଲ୍ଲୀ: ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ କଥା । ତେବେ ଅନେକ ସମୟରେ ଏହି ଘଟଣାକୁ ନେଇ କରି ହତ୍ୟା, ଆତ୍ମହତ୍ୟା ଭଳି ଭୟଙ୍କର ପରିଣତି ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶରେ ଏପରି ଏକ ଘଟଣା ଘଟିଛି । ପତିଙ୍କ…

ପଦାର୍ପଣ ଟେଷ୍ଟରେ ଶତକ ହାସଲ କଲେ ଶ୍ରେୟସ୍, ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାପନ କଲେ ରେକର୍ଡ

ନୂଆଦିଲ୍ଲୀ: ନିଜର ଟେଷ୍ଟ କ୍ୟାରିୟରର ପଦାର୍ପଣ ମ୍ୟାଚରେ ଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ୍ ଆୟର । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ସେ ଏହି କୃତିତ୍ୱ…

ଆଜି ରାଜ୍ୟରେ ୨୧୯ ପଜିଟିଭ୍ ଚିହ୍ନଟ, ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଦେଶରେ କଂଗ୍ରେସର ରାଜୁତି ଶେଷ, ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ଯାଉଛି TMC: ଜାଣନ୍ତୁ କ’ଣ ରହିଛି ରାଜନୀତିର ଗଣିତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ଧୂଳି ଚଟାଇ କ୍ଷମତା ଅକ୍ତିଆର କରିବା ପରେ ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟସ୍ତରରେ ରାଜୁତି ଆରମ୍ଭ ହୋଇଛି । ସୁପ୍ରିମୋ ମମତା ବାନାର୍ଜୀ ଗୋଆ,…

ପୁଣି ଚିନ୍ତା ବଢ଼ାଇଲା ଭିମସାର, ଚିହ୍ନଟ ହେଲେ ୫ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପାଇଁ ପୁଣି ଚିନ୍ତା ବଢ଼ାଇଛି ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର) । ଭିମସାରରୁ ପୁଣି ୫ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ…